ଅବସର ପ୍ରାପ୍ତ ବନପାଳ ଙ୍କ ଅକାଳ ବିୟୋଗ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କାଲି ରାତ୍ର 2ଘଣ୍ଟ ସମୟରେ ଅବସର ପ୍ରାପ୍ତ ବନପାଳ ଇନ୍ଦ୍ର ନାୟକ ଙ୍କ ଦେହାନ୍ତ ହୋଇଛି। ଗତ ରାତ୍ର ରେ ସୁସ୍ଥ ଥିବା ବେଳେ କୌଣସି କାରଣରୁ ହଠାତ ତାଙ୍କର ପରଲୋକ ହୋଇଛି। ସେ ଜଣେ ଦକ୍ଷ ବନ କର୍ମଚାରୀ ଓ ବନ ସୁରକ୍ଷା ସମିତି ଗଠନ ଏବଂ ଗ୍ରାମବାସି ଙ୍କ ସହଯୋଗ ରେ ବନ ସୁରକ୍ଷା ରେ ପ୍ରମୁଖ ସହଯୋଗ କରିବା ସାଥେ ସାଥେ ଶାଳ ଫୁଲ FDA ପତ୍ରିକାର ଜଣେ ଆଗଧାଡିର ଲେଖକ ଓ vss କର୍ମ କର୍ତ୍ତା ଙ୍କ ଠାରୁ ଲେଖା, ବାର୍ତ୍ତା ଆଣିବାରେ ସାହାଯ୍ୟ କରୁଥିଲେ। ବନ ସେବା କର୍ମଚାରୀ ସଂଘର ଟାଣୁଆ କର୍ମକର୍ତ୍ତା ଓ NGO ସଂଗଠନ ର ବହୁ ସମୟରେ ଭିର୍ଣ୍ଣ ଭିର୍ଣ୍ଣ ଦାଇତ୍ୱ ରେ ରହିଥିଲେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରି ବହୁ ଅବସର ପ୍ରାପ୍ତ କର୍ମଚାରୀ ଶିକ୍ଷାବିତ ଏବଂ ବନ୍ଧୁ ବାନ୍ଧବ ତାଙ୍କ ଲଣ୍ଡେଇ ସାହି ବାସଭବନ ଠାରେ ଉପସ୍ଥିତ ଥିଲେ ।