ଅଭିଜିତ ଙ୍କ କଣ୍ଠରେ ମତୁଆଲା ହେଲେ ଦର୍ଶକ

ଛତ୍ରପୁର- ଆରମ୍ଭ ହୋଇଯାଇଛି ଛତ୍ରପୁର ଲୋକକଳା ମହୋତ୍ସବ ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର  ତୃତୀୟ ସଂଧ୍ୟାର ମୁଖ୍ୟଆକର୍ଷଣ ଥିଲେ ମେଲୋଡୀ  କିଙ୍ଗ୍ ଅଭିଜିତ୍ ମଜଦାର । ଷେ୍‌ଟଜକୁ ଚଢିବା ମାତ୍ର ଛତ୍ରପୁର ଷ୍ଟାଡିୟମ ହୋଇଉଠିଲା ଲୋକାରଣ୍ୟ ଚାରିଆଡେ ଗୋଟିଏ ଶଦ୍ଦ ଶୁଭୁଥିଲା ଅଭିଜିତ୍ ଆଉ ଅଭିଜିତ୍ ନିଜର ଏକ ନିଆରା ଅନ୍ଦାଜ୍ ରେ ଆରମ୍ଭ କଲେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ । ସକାଳ ର ପହିଲି ଗାଡି ରୁ ଆରମ୍ଭ କରି ଚୁପୁଡିଦେଲୁ ଦିଲ୍ ଟା,ତୋର କଞ୍ଚା ହଳଦୀ ଦେହଟା ଏପରି ଭାବେ ଅନେକ ଲୋକପ୍ରିୟ ଗୀତ ଭେଟିଦେଇଥିଲେ ସାଧାରଣ ଦର୍ଶକଙ୍କୁସେ କହିଛନ୍ତି ଏଠିକାର ଦର୍ଶକମାନେ ସୁମ୍ପର୍ଣ୍ଣ ନିଆରା ଏମାନଙ୍କର ଶୁଭେତ୍ସା ଓ ଆର୍ଶ୍ରୀବାଦକୁ କେବେ ଭୁଲିବେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ