ଅଭିନବଭାବେ ପ୍ରତିବାଦ କଲେ ଏନ୍. ଚନ୍ଦ୍ରାବାବୁ ନାଇଡୁ

ଅମରାବତୀ- ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟନ୍ତ୍ରୀ ଏନ୍. ଚନ୍ଦ୍ରାବାବୁ ନାଇଡୁ ସୋମବାର ଅମରାବତୀରେ ଭିନ୍ନଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଦଳୀୟ କର୍ମୀଙ୍କ ସହ ମିଶି ଓଲଟା ଚାଲି ବିରୋଧ ପ୍ରଦର୍ଶନ କରିବା ସହ ଜଗନ ମୋହନ ରେଡ୍ଡୀ ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି କି ରାଜ୍ୟର ସମସ୍ତ ବିକାଶ ମୂଳକ କ।ର୍ଯ୍ୟକୁ ସେ ଠପ୍ କରିଦେଇଛନ୍ତି ଏହା ସହସରକାରଙ୍କ ଜନବିରୋଧୀ ନୀତିକୁ ଚନ୍ଦ୍ରାବାବୁ ସମାଲୋଚନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ