ଅଭିରାମ ପରମ ହଂସ ମଠର ଅଧ୍ୟକ୍ଷଙ୍କ ଝୁଲନ୍ତା ଶବ ଉଦ୍ଧାର

ବଡ଼ସାହି,(ନିରଞ୍ଜନ ମହାନ୍ତ): ବଡ଼ସାହି ଥାନା ଭିମ ଦା ଫାଣ୍ଡି ଅନ୍ତର୍ଗତ ଚେଙ୍ଗୁଆ ମଙ୍ଗଳ ପୁର ସ୍ଥିତ ଅଭିରାମ ପରମହଂସ ମଠ ନିକଟସ୍ଥ ଏକ ପିଜୁଳି ଗଛରୁ ଏକ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ମୃତକ ଜଣକ ଏହି ମଠର ଅଧ୍ୟକ୍ଷ ଭଗବାନ ବେହେରା୭୪ ବର୍ଷ ବୋଲି ଜାଣିବାକୁ ମିଳି ଛି । ଭୀମ ଦା ଫାଣ୍ଡି ଜମାଦାର ଦିଲ୍ଲୀପ କୁମାର ପାତ୍ର ଙ୍କୁ ମୃତ୍ୟୁର କାରଣ ପଚାରି ବାରୁ କାରଣ ଅସ୍ପଷ୍ଟ ବୋଲି କହି ଥିଲେ । ବଡ଼ସାହି ପୋଲିସ ଅଧୀନ ଭିମ ଦା ଫାଣ୍ଡିଏକ ଅପମୃତ୍ୟୁ ଜନିତ୧୮/୨୫କେସ ରୁଜୁ କରି ଶବ ପୋଷ୍ଟମର୍ଟମ କରିବା ପାଇଁ ବାରିପଦା ଜିଲ୍ଲା ଡାକ୍ତର ଖାନଆ ପଠାଇ ଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ