ଭଦ୍ରକ ଅମାନିଆଙ୍କ ଠାରୁ ୨୩ ହଜାର ଜୋରିମାନା ଆଦାୟ 26/04/2020 YWPSENU3 0 Comments ଅମାନିଆଙ୍କ ଠାରୁ ୨୩ ହଜାର ଜୋରିମାନା ଆଦାୟ ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ସମୟରେ ବନ୍ତ ପୋଲିସ ପକ୍ଷରୁ ବନ୍ତ ଥାନା ଛକ ଠାରେ ଚେକିଂ କରାଯାଇ ଅମାନିଆଙ୍କ ଠାରୁ ୨୩ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଶନିବାର ୬ ହଜାର ଓ ରବିବାର ୧୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । Spread the love