ଭଦ୍ରକ ଅମାନିଆଙ୍କ ଠାରୁ ୩ ହଜାର ଜୋରିମାନା ଆଦାୟ 04/08/202004/08/2020 YWPSENU9 0 Comments ଅମାନିଆଙ୍କ ଠାରୁ ୩ ହଜାର ଜୋରିମାନା ଆଦାୟ ବନ୍ତ,(ଚାନ୍ଦିନୀ ମହାନ୍ତି):ସୋମବାର ବନ୍ତ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ୫ ଜଣଙ୍କ ଠାରୁ ୩ ହଜାର ଜୋରିମାନା ଆଦାୟ କରାଯାଇଛି । ଏମ୍.ଭି ଆକ୍ଟରେ ଜଣଙ୍କ ଠାରୁ ୧ ହଜାର ଓ ମାସ୍କ ବ୍ୟବହାର କରିନଥିବା ୪ ଜଣଙ୍କ ଠାରୁ ୨ ହଜାର ଜୋରିମାନା ଆଦାୟ କରାଯାଇଛି । Spread the love