ଅମିତା ବଚନ ଙ୍କ ବଡପଣ ଆସାମ ବନ୍ୟା ପୀଡିତା ପାଇଁ ସହାୟତା ପ୍ରଦାନ କଲେ

(ଯୁଗାବ୍ଦ ନ୍ୟୁଜ )ଆସାମ ବନ୍ୟା ରେ ଲୋକମାନଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ମୃତ ସଂଖ୍ୟା ୫୦ରୁ ଅଧିକ ଅଧିକ ଥିଲା ବେଳେ ଶହ ଶହ ଲୋକ ବନ୍ୟା ପାଣିରେ ଫସି ରହିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଲୋକେ ସାହାୟତା ରାଶି ପଠାଉଥିବା ବେଳେ ଏବେ ଏଥିରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ନାଁ ସାମିଲ ହୋଇଛି । ପୂର୍ବରୁ ଅଭିନେତା ଅକ୍ଷୟ କୁମାର ୨କୋଟି ଟଙ୍କା ଦାନ କରିଥିବା ବେଳେ ଏବେ ବିଗ୍ ବି ଆସାମକୁ ୫୧ଲକ୍ଷ ଟଙ୍କା ଦାନ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ଏ ନେଇ ଟୁଇଟ୍ କରି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ