ଅରୋଶିଖା ପକ୍ଷରୁ ଦିବ୍ୟାଙ୍ଗ ଙ୍କୁ ସହାୟତା

ବାଲିଅନ୍ତା, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ଅରୋଶିଖା ପକ୍ଷରୁ ରୁ ବାଲିଅନ୍ତା ବ୍ଲକ ର ପ୍ରାୟ ୩୫ ଜଣ ଦିବ୍ୟାଙ୍ଗ ପିଲାମାନଙ୍କୁ ଶୁଖିଲା ଖାଦ୍ୟ, ଶୀତବସ୍ତ୍ର, ଖେଳବଲ ପ୍ରମୁଖ ଅନୁଷ୍ଠାନ ର ଉପାଧ୍ୟକ୍ଷ ତଥା ଦିବ୍ୟାଙ୍ଗ ସାଥି ଚନ୍ଦ୍ର ପ୍ରକାଶ ଓ ଅନୁଷ୍ଠାନ ର ସମ୍ପାଦକ ପଦ୍ମ ଚରଣ ମହାପାତ୍ର ବଣ୍ଟନ କରିଥିଲେ.ଅସହାୟ ଓ ଅଭାବୀ ଙ୍କ ସେବା ମାଧବ ଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିବା ସହିତ ଆଗକୁ ଏହି ପ୍ରୟାସ ବାଲିପାଟଣା ବ୍ଲକ ସହ ବିଭିନ୍ନ ପ୍ରାନ୍ତ ରେ କରାଯିବ ବୋଲି କହିଥିଲେ. କାର‌୍ୟ୍ୟକ୍ରମ କୁ ଫିଜିଓ ଥେରାପି ଡାକ୍ତର ସଂଜୀବ ଓ ରିଙ୍କି ସହାୟତା ପ୍ରଦାନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ