ଅର୍ନ୍ତଜାତୀୟ ବଜାରରେ ବଢୁଛି ଅଶୋଧିତ ତୈଳ ର ମୁଲ୍ୟ

(ଯୁଗାବ୍ଦ ନ୍ୟୁଜ) ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବଢ଼ିଛି । ଅନ୍ତର୍ଜାତୀୟ ଭାରତରେ ଏହା ୨.୫ ପ୍ରତିଶତ ବୃଦ୍ଧି ହୋଇଛି । ତୈଳ ବଜାରରେ ଅଶୋଧିତ ତୈଳ ବୃଦ୍ଧି ଯୋଗୁଁ ଭାରତୀୟ ବଜାର ଉପରେ ପ୍ରଭାବ ପକାଇଛି । ରିପୋର୍ଟ ଅନୁସାରେ ଅଶୋଧିତ ତୈଳ ଦର ସୋମବାର ୨ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଘରୋଇ ପେଟ୍ରୋଲ ଓ ଡିଜେଲ ବିତରଣ କଂପାନୀମାନେ ତେଲ ଦର ବଢ଼ାଇ ନାହାନ୍ତି । ମାତ୍ର ଯାହା ପୂର୍ବାନୁମାନ କରାଯାଉଛି, ଅଶୋଧିତ ତୈଳ ଦର ବୃଦ୍ଧି ଘଟିବା ପ୍ରକ୍ରିୟା ଜାରି ରହିବେ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ