ଅଲୋଡା ଶିଶୁକୁ ଚାଇଲଡ୍ଲାଇନ୍ ଦ୍ୱାରା ଥଇଥାନ
ବ୍ରହ୍ମପୁର: ଏକ ନାବଜାତ ଶିଶୁକନ୍ୟାକୁ ଜରିରେ ଗୁଡାଇ ଖଲିକୋଟ ଅଂଚଳରେ ପଥରା ଗ୍ରାମରେ ଜଣେ ଗୃହିଣିଙ୍କ ଦ୍ୱାରା ୨୪.୦୨.୧୯ ରେ ଉଦ୍ଦାର ହୋଇଥଲେ ଖଲିକୋଟ ଚିକିସାଳୟ ସଙ୍ଗେସଙ୍ଗେ ବ୍ରହ୍ମପୁର ବଡମେଡିକଲକୁ ପଠାଇଦେଈଥିଲେ । ମହାରାଜା କଷଚନ୍ଦ୍ର ଗଜପତି ଚିକିସାଳୟର ସ୍ୱତନ ନବଜାତ ଶିଶୁ ଗୃହର ଡାକ୍ତର ସଙ୍ଗେସଙ୍ଗେ ଏ କ୍ଷେତ୍ରରେ ଚାଇଲଡ୍ଲାଈନ୍ର ସହାୟତା ଲୋଡିଥିଲେ । ସାଇ ପ୍ରସାଦ ସାମଲ କେନ୍ଦ୍ର ସଂଯୋଜକ ଓ କୁମାରୀ ପ୍ରଗତି କୋର୍ ଶିଶୁ ଗୃହରେ ପହ ଶିଶୁର ଅବସ୍ଥା ବିଷୟରେ ଆଲଚନା କରିଥିଲେ । ପରେ ଘଟଣା ସମର୍କରେ ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ଅଧିକାରିଙ୍କୁ ଖବର ପ୍ରଦାନ କରିଥିଲେ । ଯେଊଁ ଗୃହିଣୀ ଶିଶୁଟିକୁ ଉଦ୍ଧାର କରିଥିଲେ ସେ ନିସନ୍ତାନ ଥିବାରୁ ଚିକିସାଳୟ ଛାଡି ଯିବାକୁ ନାରାଜ ହୋଇଥିଲେ ଶେଷରେ ବହୁ ବୁଝା ସୂଝା ପରେ ନିଜ ଘରକୁ ଫେରିଥିଲେ । ଆଜି ପର୍ଯ୍ୟନ୍ତ ଶିଶୁଟିକୁ ଚାଇଲଡ୍ ଲାଇନ୍ର ସଦସ୍ୟ ମାନେ ପାଳି କରି ଜଗିଥିଲେ ।