ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌): ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ୧୯ତମ ରକ୍ତଦାନ ଶିବିର ରବିବାର ଅମ୍ବିକା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିତ୍ତାଳ ପଞ୍ଚାୟତର ରକ୍ତଦାତା ମାନଙ୍କ ସହଯୋଗରେ ରକ୍ତଦାନ କରାଯାଇଛି । ଏହିକାଯ୍ୟକ୍ରମ ର ମୁଖ୍ୟ ଅତିଥି କାର୍ଣ୍ଣାଟ କେଶରୀ ଦାସ, ଭବପ୍ରସାଦ ଦାସ, ଆସିଷ୍ଟାଣ୍ଟ କଲେକ୍ଟର କୁଳମଣି ନାୟକ, ବରିଷ୍ଠ ସମାଜସେବୀ ଆଦିକନ୍ଦ ସନ୍ଧିବିଗ୍ରହ , ଶ୍ରୀକାନ୍ତ ସ୍ବାଇଁ, ଅକ୍ଷୟ ମହାନ୍ତି,ପରେଶ ବିଶ୍ୱାଳ, ସମାଜସେବୀ ରମଣୀ ରଞ୍ଜନ ରାଉତ , ସରପଞ୍ଚ ଦିଲୀପ ମହାନ୍ତି ସୀତାକାନ୍ତ ଶତପଥୀ, ଲିଟୁଖୁଣ୍ଟିଆ ସିଦ୍ଧାର୍ଥ ସଙ୍କର ଦାସ , ଚିତ୍ତରଞ୍ଜନ ବେହୁରିଆ, ବ୍ୟାସ ଦେବ ରାଉତ,ମଳୟ କୁମାର ପଣ୍ଡା, ପଙ୍କଜ ଧଳ, ଧର୍ମେନ୍ଦ୍ର ନାୟକ ଟୁଟୁ , ହୀରଣ୍ୟମୟ ମହାପାତ୍ର, ଦୀପକ ଚାନ୍ଦ, ଦିବ୍ୟରଞ୍ଜନ ମହାନ୍ତି ଓ ସରପଞ୍ଚ , ସମସ୍ତ ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ , ଏହି ସମସ୍ତ କାର‌୍ୟ୍ୟକ୍ରମ କୁ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବିଭାଈ) ଧନ୍ୟବାଦ ଜଣେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ