ଅଷ୍ଟ୍ରେଲିଆକୁ ୩୬ ରନ୍ ରେ ପରାସ୍ତ କଲା ଭାରତ

ରାଜକୋଟ୍: ଗୁଜୁରାଟର ରାଜକୋଟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାରେ ଭାରତର ବ୍ୟାଟସ୍ମ୍ୟାନ୍ ଓ ବୋଲରମାନଙ୍କର ଦମ୍ଦାର ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ଭାରତ ୩୬ ରନ୍ରେ ଭାରତ ପରାସ୍ତ କରିଥିବା ବେଳେ ତୃତୀୟ ତଥା ଅନ୍ତିମ ମୁକାବିଲା ଜାନୁଆରି ୧୯ରେ ବେଙ୍ଗାଲୁରୁରେ ଖେଳାଯିବ ବୋଲି ଧାର୍ଯ୍ୟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ