ଅସହାୟତାକୁ ସହାୟତାର ହାତ ବଢାଇଲା ହରେକୃର୍ଷ୍ଣ ହେଲ୍ପ କ୍ଲବ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ହରେକୃର୍ଷ୍ଣ ହେଲ୍ପ କ୍ଲବ ପକ୍ଷରୁ ଶିରିଡି ସାଇ ମନ୍ଦିର ପାଶ୍ୱର୍ରେ ଥିବା ଓ ବସଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ରହିଥିବା ଲୋକମାନଙ୍କୁ ଶୀତ ବସ୍ତ୍ରୀ , ଓ ମିଷ୍ଟାନ୍ନ ପ୍ରଦାନ କରିଥିଲେ । ଏଥିରେ ସାଇ ମନ୍ଦିର ପରିଚାଳନା କମିଟିର ସଦସ୍ୟ ରାଧାକାନ୍ତ ପାତ୍ର ,ଯୋଗ ଦେଇ ରାଧାକାନ୍ତ ପାତ୍ର ଯୋଗ ଦେଇଦେଇ ପ୍ରଂଶସା କରିଥିବା ବେଳେ ବୁଦ୍ଧିଜୀବି ମହଲରେ ବେଶ୍୍ ପ୍ରଂଶସା କରାଯାଇଛି । ଏହି କାର୍ୟ୍ୟକ୍ରମରେ କ୍ଲବର ସଦସ୍ୟ କୃଷ୍ଣଚନ୍ଦ୍ର ଦଳବରା,ଭିକାରୀ ଚରଣ ବେହେରା,ନିଳ ମାଧବ ଗୌଡ଼, ସନ୍ତୋଷ ନାୟକ,ଅରୁଣ କୁମାର ଦଲାବେହେରା,ମନୋଜ କୁମାର ପରିଛା, ଅସୁଲ କୁମାର ମଲ୍ଲିକ ,ସ୍ୱୟଂସି ଜୋତି ପ୍ରଧାନ ଆଦି ସଦସ୍ୟ ମାନେ ସହଯୋଗ କରିଥିଲେ ।