ଅସୁସ୍ଥ କଳାକାରଙ୍କ ଆସୁ ଆରୋଗ୍ୟ କାମନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :(OKS) ପରିବାର ର ସଦସ୍ୟ ଏବଂ ସଦସ୍ୟା ମାନେ ତଥା ସଭାପତି ତଥା ପ୍ରଯୋଜକ ଶ୍ରୀଧର ମାର୍ଥା, ସମ୍ପାଦକ ତଥା ଅଭିନେତା ମୃତ୍ୟୁଞ୍ଜୟ ପଣ୍ଡା, ସହ- ସଂପାଦକ ତଥା ଅଭିନେତା ବରଦା ପ୍ରସନ୍ନ ପାତ୍ର, ସହ କୋଷାଧ୍ୟକ୍ଷ ତଥା ଅଭିନେତା ବିଶାଲ ସାହୁ ଏବଂ ଅଭିନେତ୍ରୀ ସୁକାନ୍ତି ମହାପାତ୍ର, OKS ପରିବାର ତରଫରୁ ଏକ ସୁନ୍ଦର ପଦକ୍ଷେପ ନେଇଛନ୍ତି, ଗତ କିଛିଦିନ ହେବ ହଠାତ୍ ଅସୁସ୍ଥ ହୋଇ ପଡିଥିବା ଟେକ୍ନିସିଆନ୍ ତଥା ସାଉଣ୍ଡ ରେକର୍ଡିଷ୍ଟ ବାସୁ ଭାଇଙ୍କ ଘରକୁ ଯାଇ ତାଙ୍କ ସହ କିଛି ସମୟ ଆଲୋଚନା କରି ତାଙ୍କୁ ଆଶ୍ୱାସନା ଦେବା ସହ ପରିବାର ତରଫରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ଏବଂ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ