ଆଇଏଏଫ୍ ଦିବସ ପରେଡରେ ସଚିନ ତେନ୍ଦୁଲକର

ଦେଶର ପ୍ରଥମ କ୍ରିଡାବିତ୍ ସଚିନ ତେନ୍ଦୁଲକର ଏୟାରଫୋର୍ସ ଗ୍ରୁପ୍ କ୍ୟାପେଟନ୍ ପଦବୀ ପାଇଥିବା ବେଳେ ମଙ୍ଗଳବାର ୮୭ ତମ ବାୟୁସେନା ଦିବସରେ ଯୋଗ ଦେଇଛନ୍ତି । ସେ ଆଇଏଏଫ୍ ୟୁନିଫର୍ମ ପିନ୍ଧି ପ୍ରତିଷ୍ଠା ଦିବସ ପାଳନ କରିଥିଲେ । ସଚିନଙ୍କ ସହ ତାଙ୍କର ସହଧର୍ମିୀ ପତ୍ନୀ ଅଞ୍ଜଳି ଆର୍ମି ମୁଖ୍ୟ ,ସେନା ମୁଖ୍ୟ ଓ ନେଭି ମୁଖ୍ୟ ଉପସ୍ଥିତ ଥିଲେ । ଦେଶକୁ ପ୍ରତି ମୁହୁର୍ତ୍ତରେ ସୁରକ୍ଷା ଯୋଗାଇଦେଉଥିବା ଯବାନ ମାନଙ୍କୁ ବାୟୁ ସେନା ଦିବସରେ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜଣାଇଥିଲେ । ଏହା ସହ ବାଲାକୋଟ ଆକ୍ରମଣରେ ସାମିଲ ଥିବା ୱିଙ୍ଗକମାଣ୍ଡର ଅଭିନନ୍ଦନ ବର୍ଥମାନ ପରେଡରେ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ