ବନ୍ତ,(ଚାନ୍ଦିନୀ ମହାନ୍ତି) : ଗୁରବାର ବନ୍ତ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ୩ ଜଣ ଆଇନ ଉଲଂଘନକାରୀଙ୍କ ଠାରୁ ୨ ହଜାର ଜୋରିମାନା ଆଦାୟ କରାଯାଇଛି । ଏମ୍.ଭି ଆକ୍ଟରେ ଜଣଙ୍କ ଠାରୁ ୧ ହଜାର ଏବଂ ମାସ୍କ ବ୍ୟବହାର କରିନଥିବା ୨ ଜଣଙ୍କ ଠାରୁ ୧ ହଜାର ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।