ଆଇନ ନମାନି ତଣ୍ଡ ଗଣିଲେ
ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିବା ବେଳେ ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଏହାକୁ କଡାକଡି ପାଳନ କରାଯାଉଛି । ଶୁକ୍ରବାର ବନ୍ତ ପୋଲିସ ପକ୍ଷରୁ ଚେକିଂ କରାଯାଇ ୨ ଜଣ ମାସ୍କ ବ୍ୟବହାର କରିନଥିବା ବ୍ୟକ୍ତିଙ୍କ ଠାରୁ ୧ ହଜାର ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।