ଆଇସିଆଇସି ବ୍ୟାଙ୍କ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ

ଆଇସିଆଇସି ବ୍ୟାଙ୍କ ତରଫରୁ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଚେକ୍ ପ୍ରଦାନ ବେଳେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଲକ୍ଷ୍ମୀକାନ୍ତ ସେଠୀ , ଆଇସିଆଇସି ବ୍ୟାଙ୍କର ଛତ୍ରପୁର ଶାଖା ପରିଚାଳକ ବାଳକୃର୍ଷ୍ଣ ସାହୁ , ଓ ସୂର୍ଯ୍ୟଶତପଥି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ