ଆଇ.ଏମ୍.ଆଇ.ଏସ୍ ଭୂବନେଶ୍ୱରରେ ଜାତୀୟ ସମ୍ମିଳନୀ
ଭୂବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଭୂବନେଶ୍ୱର ବିହାର ପରିସରରେ ସି.ଏସ.ଆର.ଏସ ତରଫରୁ ଶନିବାର ଶିର୍ଷକ ଏକ ଜାତୀୟ ସ୍ତରର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ତ୍ରିଜିବ ଚନ୍ଦ୍ର ହୋତା, ବରିଷ୍ଠ ଉପଦେଷ୍ଟା ଓ ଏକଜୁକୁଟିଭ୍ ନିର୍ଦେଶକ ,ଡାଲମିଆ ଭାରତ ସିମେଣ୍ଟଓଡିଶା , ଡାକ୍ଟର ଅମ୍ବିକା ପ୍ରସାଦ ନନ୍ଦ ,ସି.ଏସ୍. ଆର. ଟାଟା ଷ୍ଟିଲ ଓଡିଶା.ଆଇଏମଆଇଏସ୍ ହେମନ୍ତ କୁମାର ପଟ୍ଟନାୟକ ,ଉପଦେଷ୍ଟା କମଲ କାନ୍ତ ବେଉରିଆ, ନିର୍ଦ୍ଦେଶିକା ଉଷା କାମିଲା,ଏବଂ ଅନୁଷ୍ଠାନର ସମସ୍ତ ପ୍ରଫେସର ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ଏହି ସମ୍ମିଳନୀରେ ବକ୍ତା ଭାବେ କର୍ପୋରେଟ ହାଉସ ମାନଙ୍କର ସାମାଜିକ ଦାଇତ୍ୱ ବୋଧ ଉପରେ ଗୁରୁତ୍ୱ ରୋପ କରିବା ସହ ବୈଷୟିକ ଶିକ୍ଷାର ଉନ୍ନତି ୍ସଂଗେ ସଂଗେ ପରିବେଶ ସ୍ୱଚ୍ଛ ଓ ପରିଚ୍ଛନତା ଉପରେ ଗୁରୁତ୍ୱରୋପ ଦେଇଥିଲେ ।ଏହା ଏହି ମାଟି ଆମକୁ ପରିଚୟ ଦେଇଛି ଏହା ସହ ବିଭିନ୍ନ ବିଷୟରେ ପ୍ରଶ୍ନ ଓ ଉତ୍ତର ମଧ୍ୟରେ ଆଲୋକପାତ କରିଥିଲେ । ଶେଷରେ ଏହି ସମ୍ମିଳନୀରେ ଅତିସୁଚାରୁରୁପେ ଆୟୋଜିତ କାର୍ଯ୍ୟକ୍ରମ ଶିକ୍ଷଣୀୟ ଏହାର ପରିଚାଳକ ଡକ୍ଟର ଦିନଦୟାଲ ସ୍ୱାଇଁ ଏବଂ ଅନୁଷ୍ଠାନର ଡିନ୍ ଡକ୍ଟର ଦିବ୍ୟଗୁପ୍ତା ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପର୍ଣ କରିଥିଲେ ।