ଆଉ କିଛି ସମୟ ପରେ ଦେଶକୁ ଫେରିବେ ଅଭିନନ୍ଦନ
ପାକିସ୍ତାନ ବିମାନ କୁ ମାରି ତଳକୁ ଖସାଇବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ପାକିସ୍ତାନ ସୀମା ମଧ୍ୟରେ ପଡିିଥିବା ପାଇଲଟ ଆଜି ସ୍ୱଦେଶ ଫେରିବେ ।ଗତ କାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶାନ୍ତି ପ୍ରସ୍ତାବ ରଖି ତାଙ୍କୁ ଫେରସ୍ତ କରିବା ପାଇଁ କହିଥିଲେ । ତେଣୁ ଆଜି ସାରା ଦେଶ ଫେରିବ ବାଟକୁ ଚାହିଁ ବସିଛି ।ତାଙ୍କର ପିତା ମାତା ତାଙ୍କୁ ମ୍ବାଗତ କରିବା ପାଇଁ ପଞ୍ଜାବ ବୋର୍ଡରେ ପହଁଚି ଯାଇଛନ୍ତି । ପୁଅ ଘରକୁ ଫେରିବା ଖୁସି ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି