ଆକାଂକ୍ଷା ସମ୍ମାନରେ ସମ୍ମାନିତ ହେବେ ଜୟଶ୍ରୀ ଓ ସଞ୍ଜୟ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଆକାଂକ୍ଷା ମହିଳା ସଂଗଠନ, ଗଜପତି ପକ୍ଷରୁ ଲେଖିକା, ଅନୁବାଦିକା ଜୟଶ୍ରୀ ଦାସ ଓ କବି, ସାରସ୍ୱତ ସାଧକ ତଥା ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀଙ୍କୁ ଶ୍ରେଷ୍ଠ ସମାଜସେବୀ ଓ ଶ୍ରେଷ୍ଠ ଲେଖକ ସମ୍ମାନରେ ସମ୍ମାନ ପ୍ରଦାନ କରାଯିବ ବୋଲି ପତ୍ରିକାର ସମ୍ପାଦିକ ମୀନା କୁମାରୀ ଟହଲ ଓ ସଭାପତି ଆଶାଲତା ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆକାଂକ୍ଷା ଏକ ମହିଳାଭିତ୍ତିକ ସାରସ୍ୱତ ସାହିତ୍ୟ ପତ୍ରିକା । ଉଭୟ ଜୟଶ୍ରୀ ଓ ସଞ୍ଜୟଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ