ଆକାଶରେ ମେଘ ଦେଖି ଚାଷୀ ଛାନିଆ

ଜଗତସିଂହପୁର, (ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଚାଷ ଜମିରେ ଧାନ ପାଚିଲାଣି। କତେକ ସ୍ଥନରେ ଚାଷୀ ଭାଇ ଧାନ କଟା ଆରମ୍ଭ କଲେଣି । ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲ୍ଲାର ଚାଷୀମାନେ ଆକାଶରେ ଅଦିନିଆ ମେଘ ଦେଖି ଭୟଭୀତ ହେଉଥିବା ଲକ୍ଷ୍ଯ କରାଯାଇଛି । କେତେକ ଚାଷୀ  କାଟିଥିବା ଧାନ ଫସଲକୁ ମୁଣ୍ଡରେ ମୁଣ୍ଡାଇ ତରବରିଆ ଭାବରେ ଘରକୁ ଆଣୁଥିବା ଦେଖିବାକୁ ମିଳୁଛି । ଚାଷୀ ଭାଇ ଆକାଶରେ ଅଦିନିଆ ମେଘ ଦେଖି ଛାନିଆ ହେବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ