ଆକାଶ ଅମ୍ବାନୀଙ୍କ ପ୍ରିୱେଡିଂ ସେରମୋନି ରେ ଝୁମିଲା ସାରା ବଲିଉଡ

ବିଶିଷ୍ଟ ଶିଲ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶଙ୍କ ବିବାହକୁ ନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଆକାଶ ଓ ଶ୍ଲୋକା ମେହେଟ୍ଟା ଆସନ୍ତା ମାର୍ଚ୍ଚ ୯ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ସ୍ୱିଜରଲ୍ୟାଣ୍ଡରେ ଆରମ୍ଭ ହୋଇଯାଇଛି ତାଙ୍କ ପ୍ରିୱେଡିଂ ସେଲେବ୍ରେଶନ୍।

Nation in grief, pre-wedding celebration continues #AkashAmbani #ShlokaMehta #MukeshAmbani #AamirKhan #karshimakapoor #sharukhkhan #RanbirKapoor #Aliabhatt #karanjohar

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ