ଆକ୍ରମଣ ଘଟଣାରେ ୨ ଗିରଫ
ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ୍) : ଗତ ୧୮ ଜୁଲାଇ ତାରିଖ ସନ୍ଧ୍ୟା ରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଭଞ୍ଜନଗର ସହର ବଡଧୋବା ସାହିରେ ଶାନ୍ତି ଲତା ବେହେରା ଓ ତାଙ୍କ ଦୁଇ ଝିଅ ଙ୍କ ଉପରକୁ ଦେଢ଼ସୁର ସୁରେଶ ବେହେରା ଓ ନଣନ୍ଦ କନକ ବେହେରା ଙ୍କ ଦ୍ୱାରା ହୋଇଥିବା ମରଣଆନ୍ତକ ଆକ୍ରମଣ ଘଟଣା ର ଅଭିଯୁକ୍ତ ସୁରେଶ ଓ କନକ କୁ ପୋଲିସ ଗିରଫ କରି ୨୩୦/୧୯ ନମ୍ବର ରେ ଏକ ଅପରାଧ ମାମଲା ରୁଜ୍ଜୁ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି