ଆଗକୁ ଗଣେଶ ପୂଜା ମୂର୍ତି ନିର୍ମାଣ ରେ ଶିଳ୍ପୀ ବ୍ୟସ୍ତ
କୋଣାର୍କ : ଆଗକୁ ଗଣେଶ ପୂଜା ଆସୁଥିବା ବେଳ ଶୀଳ୍ପି ପ୍ରତାପ କୁମାର ମୁଦୁଲି ଓ ତାଙ୍କର ସହଯୋଗୀ ମାନଙ୍କ ଦ୍ଵାରା କୋଣାର୍କ ମାର୍କେଟ କମପ୍ଲେକ୍ସ ରୋଡ କଡରେ ଗଣେଶଙ୍କ ମୁନିୟ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋର ଜାରି ରହିଛି. ଏହି ଗଣେଶ ମୂର୍ତ୍ତି ଏକହଜାର ଟଙ୍କା ରୁ ଆରମ୍ଭ ହୋଇ ଦଶ ହଜାର ପର୍ଯ୍ୟନ୍ତ ରହି ଥିବା ବେଳେ, ପୂଜା କମିଟି, ବିଭନ୍ନ ଅନୁଷ୍ଠାନ ଓ ସାଧାରଣ ବ୍ୟକ୍ତିଙ୍କ ମୂର୍ତି ପାଇଁ ଶ୍ରଦ୍ଧା ବଢ଼ୁ ଥିବା ଦେଖିବାକୁ ମିଳୁଛି, ସେପ୍ଟମ୍ବର ୨ ତାରିଖରେ ପ୍ରଭୁ ଗଣେଶଙ୍କ ପୂଜା ଅନୁଷ୍ଠିତ ହେବ


