ଆଗରପଡାର ନୂତନ ପ୍ରାଣୀ ଚିକିତ୍ସକଙ୍କୁ ଶୁଭେଚ୍ଛା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡା ପ୍ରାଣୀ ଚିକିତ୍ସାଳୟରେ ନୂତନ ପ୍ରାଣୀ ଚିକିତ୍ସକ ଭାବେ ଡାକ୍ତର ଲିଜାରାଣୀ ପାଢୀ ଯୋଗ ଦେଇଛନ୍ତି । ଏହି ଅବସରରେ ଅଣଗେଜେଟେଡ୍ ବୈଷୟିକ କର୍ମଚାରୀ ସଂଘର ସଭାପତି ପ୍ରିୟବ୍ରତ ରାଉତ, ପ୍ରାଣୀଧନ ନୀରିକ୍ଷକ ସଞ୍ଜୟ କୁମାର ଜେନା, ରାଜେଶ କୁମାର ବିଶ୍ୱାଳ, କର୍ମଚାରୀ ଅତୁଲ କୁମାର ଦାସଙ୍କ ସମେତ ଗୋମିତ୍ର ଓ ପ୍ରାଣୀମିତ୍ର ମାନେ ନୂତନ ପ୍ରାଣୀ ଚିକିତ୍ସକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଛା ଜଣାଇଥିଲେ ।