ଆଗରପଡା ଥାନା ପାଟକନ ଗାଁରେ ହାତୀ ଙ୍କ ଉପଦ୍ରବ

ମାଲକାନଗିରି  ( ଯୁଗାବ୍ଦ ନ୍ୟୁଜ) ମାଲକାନଗିରି ଜିଲ୍ଲା ଗୌଡଗୁଡା ଗ୍ରାମରେ ଅଭାବନୀୟ ଘଟଣା । ନିଜ ଦୁଇ ଛୁଆ ଙ୍କୁ ବିଷ ଦେଇ ମା ର ଆତ୍ମହତ୍ୟା । ଆଜି ସନ୍ଧ୍ୟାରେ ମାଲକାନଗିରି ଗୌଡ଼ଗୁଡା ଗ୍ରାମରେ ସୀତା ମାଡ଼କାମୀ ନାମକ ଜଣେ ବିଧବା ମହିଳା ନିଜେ ବିଷ ଖାଇବା ସହ ନିଜ ପୁଅ ଏବଂ ଝିଅକୁ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ । ତେବେ ମା ଏବଂ ପିଲାଙ୍କ ଅବସ୍ଥା ଗୁରୁତର ହେବା ପରିବାର ଲୋକେ ଓ ଗ୍ରାମବାସୀ ଜାଣିବା ପରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେଠାରେ ମା ସୀତା ମାଡ଼କାମୀ ର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଗୁରୁତର ପୁଅ ଓ ଝିଅ ର ଚିକିତ୍ସା କରାଯାଉଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେ ନେଇ କୌଣସି ପ୍ରକୃତ ତଥ୍ୟ ଜଣା ପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ