ଆଜିଠାରୁ ଆଇପିଏଲ: ଆରସିବି ଓ ସିଏସକେ ମଧ୍ୟ ରେ ହେବ କଡା ଟକ୍କର

ଆଜି ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ । ଆଜି ରାତି ୮ଟାରେ ଆଇପିଏଲ-୧୨ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ହେବ । ଚଳିତ ସଂସ୍କରଣର ପ୍ରଥମ ମୁକାବିଲାକୁ ନେଇ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ ପୂରା ପ୍ରସ୍ତୁତ ହୋଇସାରିଛନ୍ତି । ଶନିବାର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଉଭୟ ଟିମ ଶକ୍ତିଶାଳୀ ଥିବା ବେଳେ ଚେନ୍ନାଇ ୩ଥର ଚାମ୍ଫିୟନ ହୋଇଥିବା ବେଳେ ବେଙ୍ଗୁଲୁର ଦଳ ଏ ପର୍ଯ ୍ୟ ନ୍ତ ଜିତିପାରିନାହିଁ । ତେଣୁ ଆଜି ର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ