ଆଜିଠୁ ଆରମ୍ଭ ହେଲା ଗଞ୍ଜାମର ପାରମ୍ପରିକ ଦଣ୍ଡଯାତ୍ରା
ଗଞ୍ଜାମ ଜିଲ୍ଲା ଦକ୍ଷିଣ ଓଡିଶାର ପ୍ରମୁଖ ଦଣ୍ଡଯାତ୍ରା ମାର୍ଚ୍ଚ ମାସ ୨୫ ତାରିଖ ତଥା ସୋମବାର ଦିନଠୁ ଆରମ୍ଭ ହୋଇଛି । ପର୍ବ ମାନଙ୍କ ମଧ୍ୟରେ ଏହା ଏକ ସ୍ୱତନ୍ତ୍ର ପର୍ବ । ଗଞ୍ଜାମ ଜିଲ୍ଳାର ଏହି ପ୍ରମୁୁଖ ଯାତ୍ରାରେ ମାଁ କାଳୀଙ୍କୁ ଓ ମହାଦେବ ଙ୍କୁୂ ଆରଧନା କରାଯାଏ । ବିଭିନ୍ନ ସ୍ଥାନରେ ପ୍ରଥମ ଦିନରେ ହଳଦିଆ ବସ୍ତ୍ର ପରିଧାନ କରି ଦଣ୍ଡୁଆ ମାନେ ପ୍ରତି ସାହି ଭ୍ରମଣ କରି ମାଁଙ୍କୁ ଆରଧନା କରିଛନ୍ତି ।


