ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ- କୌଣସି ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ, ପାରିବାରିକ ଶାନ୍ତି ମିଳିବ, ଛାତ୍ରଛାତ୍ରୀମାନେ ସମସ୍ତ କାର୍ଯ୍ୟ ଶୁଭରେ ସମାପନ କରିବେ ।

ବୃଷ – ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାତ୍ର ନୂତନ ଯୋଜନାରେ ସଫଳ ହେବେ, ମାନ ସମ୍ମାନ ପାଇବେ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ସମସ୍ୟା ଦେଖାଦେବ ।

ମିଥୁନ- ସମୟ ସୁଖ ଓ ଶାନ୍ତିରେ ଅତିବାହିତ କରିବେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ, ସାଂସାରିକ ଓ ପ୍ରେମମୟ ଜୀବନ ଖୁସିରେ ଅତିବାହିତ ହେବ, ମାତ୍ର ଶୁଭକର୍ମ ବର୍ଜନିୟ ।

କର୍କଟ- ଦିନଟି ଶୁଭରେ କଟିବ, ନୂତନ ଯୋଜନାରେ ସଫଳ ହେବେ.ଆର୍ଥିକ ଉନ୍ନତି ପରଲକ୍ଷିତ ହେବ, ମାନ ସମ୍ମାନ ପାଇବେ । ଦ୍ରବ୍ୟ କ୍ରୟ କରିବେ, ନୂତନ ଯୋଜନାରେ ସଫଳ ହେବେ.ଆର୍ଥିକ ଉନ୍ନତି ପରଲକ୍ଷିତ ହେବ ।

ସିହଂ – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ ।

କନ୍ୟା – କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ମନମୁତାବକ ଫଳ ପାଇବେ ନାହିଁ । ସମାଜରେ ଅଣଦେଖା ପିଲାଙ୍କୁ ପାଠ୍ୟ ଉପକରଣ ଦେଲେ ରିଷ୍ଟ ଖଣ୍ଡନ ହେବ ।

ତୁଳା – ବ୍ୟବସାୟିମାନେ ଶୁଭ ଫଳ ପାଇବେ, ରାଜନୈତିକ ବ୍ୟକ୍ତିବିଶେଷ ସଫଳତାର ମଜା ନେବେ, ନୂତନ ଦ୍ରବ୍ୟ କ୍ରୟ କରିବେ, ନୂତନ ଯୋଜନାରେ ସଫଳ ହେବେ.ଆର୍ଥିକ ଉନ୍ନତି ପରଲକ୍ଷିତ ହେବ ।

ବିଛା – ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

ଧନୁ – ନିଜର ଲୋକମାନଙ୍କ ଗହଣରେ ଆନନ୍ଦରେ କଟିବ । ଧାର୍ମୀକ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ ଶୂଭ ଫଳ ମିଳିବ, ସରକାରି ଚାକିରିଆ ମାନେ କୌଣସି ଆର୍ଥୀକ ଲାଭ ପ୍ରାପ୍ତି ହେବେ ।

ମକର- କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ମନୋବଳକୁ ଦୁର୍ବଳ କରିଦେବ, ମାତ୍ର ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ ।

କୁମ୍ଭ – ଦିନଟି ବିଳାସ ବେସନରେ ଅତିବାହିତ ହେବ, ଦୂର ଯାତ୍ରା ନିଜର ଜୀବନସାଥି ସହ କରିବେ, ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ ।

ମୀନ – ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ