ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ – ବ୍ୟବସାୟ ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ, ପାରିବାରିକ ଶାନ୍ତି ବଳବତର ରହିିବ, ଗୃହକୁ ନୂତନ ଗୃହୋପୋଯୋଗି ଦ୍ରବ୍ୟ କ୍ରୟ କରିବେ । ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଉପକୃତ ହେବେ ।
ବୃଷ – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ ।
ମିଥୁନ- ସ୍ଥାନ, ମାନ, ଧନ ବଢିିବ, ଅର୍ଥ ଚିନ୍ତା ଦୂର ହେବ, ଅଧସ୍ଥନ କର୍ମଚାରିଙ୍କର ସହଯୋଗରେ ଚାକିରି ଓ ବାଣିଜ୍ୟରେ ଉନ୍ନତି ହେବ । ମାତ୍ର ପାରିବାରିକ ସମ୍ପର୍କରେ ବୁଝାମଣା ଅଭାବ ରହିବ ଜାହାକିଛି ମାନସିକ ଅଶାନ୍ତି ଦେବ ।
କର୍କଟ- ସମାଜରେ ନିଜର ପରିଚୟ ବଢିବ, ପ୍ରିୟ ବ୍ୟକ୍ତି ସହଯୋଗ କରିବେ, କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ଜୀବନସାଥିର ଆନ୍ତରିକ ସହଯୋଗରେ ନିବିଡତା ବଢିବ ।
ସିହଂ- ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, କର୍ମକ୍ଷେତ୍ରରେ ମାନ ବୃଦ୍ଧି ହେବ, ଶରୀର ନିରୋଗ ରହିବ । ମହିଳାମାନେ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ ।
କନ୍ୟା – ଅଟକ ଥିବା କାମ ପୁରଣ ହେବ, ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ, ଅର୍ଥ ଚିନ୍ତା ଦୂର ହେବ, ସ୍ଥାନ, ମାନ, ଧନ ମିଳିବ ।
ତୁଳା – ଆଜିର ପରିବେଷ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତେଣୁ ଶୁଭ ସମୟର ସଦୁପଯୋଗ କରନ୍ତୁ ।
ବିଛା – ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, କର୍ମକ୍ଷେତ୍ରରେ ମାନ ବୃଦ୍ଧି ହେବ, ଶରୀର ନିରୋଗ ରହିବ । ମହିଳାମାନେ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ ।
ଧନୁ – କର୍ମକ୍ଷେତ୍ରରେ ଅର୍ଥ ଓ ପ୍ରତିପତି ବୃଦ୍ଧି ହେବ, ସମସ୍ତ କ୍ଷେତ୍ରରେ ଆତ୍ମସନ୍ତୋଷ ମିଳିବ, ଶରୀର ନିରୋଗ ରହିବ, ନୁତନ କର୍ମ ସଂସ୍ଥାନର ଶୂଭାରମ୍ଭ ହେବ ।
ମକର – ଅର୍ଥ ଓ ସୁଖ ନାଶ, କମକ୍ଷେତ୍ରରେ ଅସନ୍ତୋଷ, ପରିବାର ସଦସ୍ୟଙ୍କଠାରୁ ଅସହଯୋଗ ଓ ବ୍ୟବସାୟରେ କ୍ଷତି ସହିବେ । ମହିଳାମାନେ ପତି ପରାୟଣା ହେବେ ।
କୁମ୍ଭ – ଶାରୀରିକ ଅସୁସ୍ଥତା ସହିତ ମାନିସୀକ ଦୁଃଶ୍ଚିନ୍ତା ବଢିବ, ଅର୍ଥଚିନ୍ତା ଦୁଇଗୁଣିତ ହେବ, ପତିପତ୍ନିଙ୍କ ମଧ୍ୟରେ ଓ ପରିବାରରେ ବୁଝାମଣା ଅଭାବ ରହିବ, ଶତ୍ରୁମାନେ ଅସୁବିଧାରେ ପକାଇବେ ।
ମୀନ – ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ, ସମସ୍ତ କାର୍ଯ୍ୟ ମନମୁତାବକ ସମାପନ କରିବେ, ପାରିବାରିକ ଶାନ୍ତି ମିଳିବ ।