ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ – କର୍ମକ୍ଷେତ୍ରରେ ପ୍ରତିପତି ବୃଦ୍ଧି ହେବ । ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, ଶରୀର ନିରୋଗ ରହିବ, ନୁତନ କର୍ମ ସଂସ୍ଥାନର ଶୂଭାରମ୍ଭ ହେବ । ମହିଳାମାନେ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ଆଶାଜନକ ସଫଳତା ପାଇବେ ।

ବୃଷ – ସମାଜେର ପ୍ରଭାବ ଓ ଲୋକପ୍ରୀୟତା ବୃଦ୍ଧି ହେବ । ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, ଶରୀର ନିରୋଗ ରହିବ, ରାଜନୈତିକ ଓ ପ୍ରସାଶନିକ ବ୍ୟକ୍ତିବିଶେଷ ଉତ୍ସାହିତ ରହିବେ । ମହିଳାମାନେ କର୍ତବ୍ୟ ପରାୟଣା ହେବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନନିବେଶ କରିବେ ।

ମିଥୁନ – ଅର୍ଥ ଓ ସୁଖ ନାଶ, କମକ୍ଷେତ୍ରରେ ଅସନ୍ତୋଷ, ପରିବାର ସଦସ୍ୟଙ୍କଠାରୁ ଅସହଯୋଗ ଓ ବ୍ୟବସାୟରେ କ୍ଷତି ସହିବେ । ମହିଳାମାନେ ପତି ପରାୟଣା ହେବେ । ଛାତ୍ର ଛାତ୍ରୀମାନେ ପରୀକ୍ଷା ଅସଫଳତା ହାସଲ କରିବେ ।

କର୍କଟ – ସମାଜରେ ନିଜର ପରିଚୟ ବଢିବ, ପ୍ରିୟ ବ୍ୟକ୍ତି ସହଯୋଗ କରିବେ, କର୍ମ କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ । ଜୀବନସାଥିର ଆନ୍ତରିକ ସହଯୋଗରେ ନିବିଡତା ବଢିବ । ମହିଳାମାନେ ପତି ପରାୟଣା ହେବେ, ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ ।

ସିହଂ- ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, କର୍ମକ୍ଷେତ୍ରରେ ମାନ ବୃଦ୍ଧି ହେବ, ଶରୀର ନିରୋଗ ରହିବ । ମହିଳାମାନେ ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଆଶାଜନକ ସଫଳତା ପାଇବେ ।

କନ୍ୟା – ଶାରୀରିକ ଅସୁସ୍ଥତା ସହିତ ମାନିସୀକ ଦୁଃଶ୍ଚିନ୍ତା ବଢିବ । ଅର୍ଥଚିନ୍ତା ଦୁଇଗୁଣିତ ହେବ, ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ, ଶତ୍ରୁମାନେ ଅସୁବିଧାରେ ପକାଇବେ । ମହିଳାମାନେ ଧର୍ମ ଦିଗରେ ମନନିବେଶ କରିବେ । ଛାତ୍ରଛାତ୍ରୀମାନେ ଚିନ୍ତାମଗ୍ନ ରହିବେ ।

ତୁଳା – ବ୍ୟବସାୟ ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ । ପାରିବାରିକ ଶାନ୍ତି ମିଳିବ । ଗୃହକୁ ନୂତନ ଗୃହୋପେଯିଗି ଦ୍ରବ୍ୟ କ୍ରୟ କରିବେ । ମହିଳାମାନେ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ । ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଉପକୃତ ହେବେ ।

ବିଛା – ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁବ୍ ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ । ପାରିବାରିକ ଶାନ୍ତି ମିଳିବ ।

ଧନୁ – ଶାରୀରିକ ଅସୁସ୍ଥତା ସହିତ ମାନିସୀକ ଦୁଃଶ୍ଚିନ୍ତା ବଢିବ । ଅର୍ଥଚିନ୍ତା ଦୁଇଗୁଣିତ ହେବ, ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ, ଶତ୍ରୁମାନେ ଅସୁବିଧାରେ ପକାଇବେ । ମହିଳାମାନେ ଧର୍ମ ଦିଗରେ ମନନିବେଶ କରିବେ । ଛାତ୍ରଛାତ୍ରୀମାନେ ଚିନ୍ତାମଗ୍ନ ରହିବେ ।

ମକର – ଅଟକ ଥିବା କାମ ପୁରଣ ହେବ, ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ, ଅର୍ଥ ଚିନ୍ତା ଦୂର ହେବ, ସ୍ଥାନ, ମାନ, ଧନ ମିଳିବ । ମହିଳାମାନେ କର୍ତବ୍ୟ ପରାୟଣ ହୋଇ ଧର୍ମ କାର୍ଯ୍ୟରେ ମନ ବଳାଇବେ, ଛାତ୍ର ଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରିବେ ।

କୁମ୍ଭ – କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ । ମହିଳା ଓ ବିଦ୍ୟାର୍ଥୀମାନେ ଅତ୍ୟନ୍ତ ସୁଖୀ ହେବେ ।

ମୀନ – ଅଧିନସ୍ଥ କର୍ମଚାରିର ସହଯୋଗରେ ସ୍ଥାନ, ମାନ, ଧନ ମିଳିବ । ଅର୍ଥ ଚିନ୍ତା ଦୂର ହେବ । ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ । ତଥାପି ପତିପତ୍ନିଙ୍କ ମଧ୍ୟରେ ବୁଝାମଣା ଅଭାବ ରହିବ । ମହିଳାମାନେ ପତି ପରାୟଣା ହୋଇ ଧର୍ମ କାର୍ଯ୍ୟରେ ମନ ବଳାଇବେ, ଛାତ୍ର ଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ