ଆଜି ଆପଣଙ୍କ ଦିନ କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ 07.04.20198
୦୭.୦୪.୧୯
ମେଷ – ଶୁଭଚନ୍ଦ୍ରଙ୍କର ଶୁଭଦୃଷ୍ଟି ବଳରେ ସମୟ ସୁଖ ଓ ଶାନ୍ତିରେ ଅତିବାହିତ ହେବା ସହିତ କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, ପାରିବାରିକ ଓ ପେମମୟ ଜୀବନ ଖୁସିରେ ଅତିବାହିତ ହେବା ସହିତ ଭ୍ରମଣରେ ଦିନଟି କାଟିବେ ।
ବୃଷ – ଶୁଭଚନ୍ଦ୍ର ପ୍ରଭାବରେ ପରିବହନ ବ୍ୟବସାୟିମାନେ ଶୁଭ ଫଳ ପାଇବେ । ରାଜନୈତିକ ବ୍ୟକ୍ତିବିଶେଷ ସଫଳତାର ମଜା ନେବେ । ସାଂସାରିକ ଓ ପ୍ରେମ ଜୀବନ ସୁଖରେ କଟିବ । ମହିଳା ଓ ବିଦ୍ୟାର୍ଥୀମାନେ ଅତ୍ୟନ୍ତ ସୁଖୀ ହେବେ ।
ମିଥୁନ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ପରିବାର କିମ୍ବା ବନ୍ଧୁଙ୍କ ସହ ଭ୍ରମଣ କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ ।
କର୍କଟ – ଶୁଭଚନ୍ଦ୍ର ଙ୍କର ପ୍ରଭାବରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ, କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢି. ରାଜନୈତିକ ବ୍ୟକ୍ତିବିଶେଷ ଜନସମର୍ଥନ ହାତେଇବାରେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ସିହଂ – ଶୁଭଚନ୍ଦ୍ର ଶୁଭଦୃଷ୍ଟି ବଳରେ ନୂତନ ବସ୍ତ୍ର, ଯାନବାହାନ, ଭୁମି କିମ୍ବା ଗୃହକରଣା ବସ୍ତୁ ଆଦି ଆଭୁଷଣ କ୍ରୟ କରିବାର ସଯୋଗ ରହିଛ. ସମସ୍ତ ଯୋଜନାରେ ସଫଳ ହେବା ସହିତ ଆର୍ଥିକ ଉନ୍ନତି ପରଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ ମାନ ସମ୍ମାନ ପାଇବେ ।
କନ୍ୟା – ଅଶୁଭ ଚନ୍ଦ୍ର ପ୍ରଭାବରେ ସତର୍କତା ଅବଲମ୍ବନ କରିବେ ନଚେତ୍ ଠକାମିରେ ପଡିପାରନ୍ତି କିମ୍ବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ, ଆକଷ୍ମିକ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।
ତୁଳା – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ନିଜର ଲୋକମାନଙ୍କ ଗହଣରେ ଆନନ୍ଦରେ କଟିବ, ଅନୁକୁଳ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ । ପ୍ରସାଶନିକ କିମ୍ବା ମାଲିମକୋଦ୍ଦମାରେ ଶୂଭ ଫଳ ମିଳିବ, ସରକାରି ଚାକିରିଆ ମାନେ କୌଣସି ଶୁଭଖବର ପ୍ରାପ୍ତି ହେବେ ।
ବିଛା – ଅଶୁଭଚନ୍ଦ୍ର ପ୍ରଭାବରେ ଠକାମିରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ଆକଷ୍ମିକ ଦୁର୍ଘଟଣାର ସମ୍ଭାବନା ରହୁଛି ତେଣୁ ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।
ଧନୁ – ଶୁଭଚନ୍ଦ୍ରଙ୍କର ଶୁଭାର୍ଶୀବାଦରେ ଦିନଟି ଉତ୍ସାହରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ଉର୍ଣ୍ଣତି ହେବ ଫଳରେ ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ ।
ମକର- ଅଶୁଭ ଚନ୍ଦ୍ରଙ୍କର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭୂତ ହେବ, ବ୍ୟୟାଧିକ ପରିବେଷ ମନୋବଳକୁ ଦୁର୍ବଳ କରିଦେବ, ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ । ମହିଳା ମାନେ ସମସ୍ତ ଦିଗରୁ ସୁଖବର ପାଇବେ ।
କୁମ୍ଭ – ଶୁଭ ଚନ୍ଦ୍ରର ଶୁଭଦୃଷ୍ଟି ବଳରେ ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଆର୍ଥିକ ସ୍ୱଛଳତା ପରିଲିକ୍ଷିତ ହେବ,ମାଙ୍ଗଳିକ କାର୍ଯ୍ୟ ଗୃହରେ ହେବ । କବି ତଥା କଳାକାରମାନେ ସନ୍ମାନିତ ହେବେ । ପାରିବାରିକ ଶାନ୍ତି ମିଳିବ ।
ମୀନ – ଶୁଭ ଚନ୍ଦ୍ର ରହିଛନ୍ତି ତେଣୁ ଦିନର ପ୍ରତ୍ୟେକ ସମୟ ସହାୟକ ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ପ୍ରସଶିଂତ ହେବେ, ମାନସିକ ଶାନ୍ତି ସହିତ ସାଂସାରିକ ଜୀବନ ସୁଖରେ କଟିବ, ରାଜନିତିରେ ସଫଳତା ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।
ଗର୍ଗ ଜ୍ୟୋତିଷ
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ.କମ, ଏମ.ବି.ଏ)
୯୪୩୮୩୮୯୦୩୯, gargajyotish@gmail.com


