ଆଜି ଉକ୍ରଳ ଦିବସ। ୧୯୩୬ ମସିହା ଏପ୍ରିଲ ୧ରେ ଭାଷା ଭତ୍ତିରେ ଓଡିଶା ରାଜ୍ୟ ଗଠନ କରାୟାଇଥିଲା । ଆଜି ଓଡିଆ ତଥା ଓଡଆବାସୀଙ୍କ ଲାଗି ଏକ ଗର୍ବ ଓ ଗୌରବର ଦିନ । ଯେଉଁମାନଙ୍କର ଅଦମ୍ୟ ସହାସ , ସାଧନା ଲାଗି ଓଡିଶା ଭାଷାଭ୍ିତ୍ତିରେ ସ୍ୱତନ୍ତ୍ର ପରଚୟ ଲାଭ କରିଥିଲା । ସେମାନଙ୍କୁ ଆଜି ସମସ୍ତ ଓଡିଶାବାସୀ ମନେପକାଉଛନ୍ତି ।