ଆଜି ଏଲିମିନେଟର ମ୍ୟାଚ , ଡିସି କୁ ଭେଟିବ ଏସଆରଏଚ
ଆଜି ବିଶାଖାପାଟନା ରେ ରାଜଶେଖର ରେଡ୍ଡି କ୍ରିକେଟ ଷ୍ଟାଡିୟମ ପ୍ରଥମ ଏଲିମିନେଟର ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ କୁ ଭେଟିବ ସନରାଇଜସ ହାଇଦ୍ରାବାଦ । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଚେନ୍ନାଇସୁପର କିଙ୍ଗ କୁ ମାତ ଦେଇ ଫାଇନାଲ କୁ ପ୍ରବେଶ କରିଛି ଏମଆଇ । ଆଜି ଖେଳା ଯାଉଥିବା ଏଲିମିନେଟର ମ୍ୟାଚ ରେ ଯେଉଁ ଦଳ ଜିତିବ ସେ ଚେନ୍ନାଇ ସୁପର କିଙ୍ଗ ସହ ଦ୍ୱିତୀୟ ମ୍ୟାଚ ଖେଳିବ ।