ଆଜି ଓଡ଼ିଶାର ଦୁଇଟି ସହରରେ ୟୁପିଏସ୍‌ସି ପ୍ରାରମ୍ଭିକ ପରୀକ୍ଷା

ନୂଆଦିଲ୍ଲୀ, (ୱାଇଏନ୍‍ଏସ୍‍): ୟୁପିଏସ୍‌ସି ଦ୍ବାରା ୨୦୨୧ ବର୍ଷର ସିଭିଲ୍‌ ସର୍ଭିସେସ୍‌ ପ୍ରାରମ୍ଭିକ ପରୀକ୍ଷା ଆଜି ଓଡ଼ିଶାର ଦୁଇଟି ସହର ସମେତ ଦେଶର ୮୩ଟି ସହରରେ ଅନୁଷ୍ଠିତ ହେବ। ଓଡ଼ିଶାର କଟକ ଓ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରାରମ୍ଭିକ ପରୀକ୍ଷା ଚଳିତ ବର୍ଷ ଜୁନ୍‌ ୨୭ରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇ ଥିଲା। ପ୍ରାରମ୍ଭିକ ପରୀକ୍ଷା ପାଇଁ ପ୍ରାୟ ୧୦ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ