ଆଜି କ୍ୟାବିନେଟ ବୈଠକ; ଉଚ୍ଚଶିକ୍ଷା ବିଭାଗ ର ୨ ଟିପ୍ରସ୍ତାବ କୁ ମିଳିପାରେ ଗ୍ରୀନ ସିଗନାଲ

(ଯୁଗାବ୍ଦ ନ୍ୟୁଜ )ଆଜି ରାଜ୍ୟ କ୍ୟାବିନେଟ ର ଗୁରୁତ୍ୱପୂର୍ଣ୍ଣ ବୈଠକ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି ବୈଠକରେ ୧୧ ଟି ପ୍ରସ୍ଥାବକୁ ମୋହର ଲାଗିପାରିବ ବୋଲି ସମ୍ଭାବନା ଅଛି । କ୍ୟାବିନେଟ ବୈଠକରେ ଉଚ୍ଚଶିକ୍ଷା ବିଭାଗର ୨ ଟି ପ୍ରସ୍ତାବ କୁ ସବୁଜ ସଙ୍କେତ ମିଳିପାରେ । ସୂଚନା ଅନୁସାରେ ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟ କୁ ଡିମଡି ବିଶ୍ୱବିଦ୍ୟାଳୟ ପରିଣତ କରିବା ପାଇଁ ଆସିପାରେ ବିଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ