ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ଅବସରରେ ରାଜଧାନୀ ପାଠାଗାର ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ମଧୁସୂଦନ ନଗର ୟୁନିଟ୍ ୪ ଭୁବନେଶ୍ଵର ଠାରେ ରାଜଧାନୀ ପାଠାଗାର ସମସ୍ତ ସଦସ୍ୟ ମାନଙ୍କୁ ଦ୍ଵାରା ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା ଏହି କାର୍ଯ୍ୟକର୍ମରେ ୧୦୦ ରୁ ଉର୍ଦ୍ଧ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଯେମିତି ଆଖି ମେଡିସିନ ବାଲ୍ଡ ପେଶର ମଧୁ ମେୟ ପରି ପରୀକ୍ଷା କରାଇଥିଲେ ଏହି କାର୍ଯ୍ୟ କର୍ମକୁ ସୁଚlରରୁପେ ଅନୁଷ୍ଠାନର ସଭାପତି ଶରତ ବେହେରା ଓ ସମ୍ପlଦକ୍ ଜଗଦୀଶ ପାତ୍ର ପରିଚାଳନା କରିଥିଲେ ଓ ସାହୋଜଗ କରିଥିଲେ ବଦ୍ରିନାରାୟଣ ମିଶ୍ର ଵିବେକାନନ୍ଦ ବାରିକ୍ ପ୍ରଶାନ୍ତ ପାଣି ବିଭୂତି ପଣ୍ଡା ଆଖୟ ଦାସ ଅଂଶୁ ଭୂଷଣ ମିଶ୍ର ବିଜୟ ପାତ୍ର ସଭାପତି dr ଶରତ ଚନ୍ଦ୍ର ବେହେରl ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ କର୍ମ କୁ ପରିଚାଳନା କରିଥିଲେ, ସନ୍ଧ୍ୟାରେ ଗାନ୍ଧିଜୀ ଓ ଶାସ୍ତ୍ରୀ ଉପରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଏକ ଡିବେଟ ପ୍ରତିଯୋଗିତା କରିଥିଲେ


