ଆଜି ଗୁରୁବାର ବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ -ଶୁଭ ରଙ୍ଗ ଖଇରିଆ ଓ ସବୁଜ ଶୁଭ ଦିନ ରହିଛି ତେଣୁ ମାନସମ୍ମାନ ସହିତ ମାଲିମକୋଦ୍ଦମାରେ ଜୟ ଓ କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ତଥାପି ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ॥ଲାଲରଙ୍ଗ ବ୍ୟବହାର କରିବେ ନାହିଁ ॥ କ୍ଷିରଚାଉଳ ଗୃହର ପ୍ରତି ଦ୍ବାରରେ ଦିଅନ୍ତୁ ଲକ୍ଷ୍ମି ପ୍ରାପ୍ତ ହେବେ ॥
ବୃଷ -ଶୁଭ ରଙ୍ଗ ହଳଦିଆ ॥ଅତି ଶୁଭ ଦିନଟିଏ ରହିଛି ତେଣୁ ପ୍ରତି କାଯ୍ୟରେ ସାହାର୍ଯ୍ୟ ସହଯୋଗ ସହିତ ମାନସମ୍ମାନ ମିଲିବ ॥ ଅଯଥା ବ୍ୟୟପ୍ରତି ସତର୍କତା ଅବଲମ୍ବନ କରିବେ॥ମହାମୃତ୍ୟୁଞ୍ଜୟ ୯ଥର ଜପ କରି ଦିନଟି ଆରମ୍ଭ କରିବେ ॥
ମିଥିନ -ଶୁଭ ରଙ୍ଗ ଖଇରିଆ ଓ ନିଳ ଦିନର ପ୍ରତ୍ୟେକ ସମୟ ସାଥ ଦେବ ତେଣୁ ସମୟର ଫାଇଦା ଉଠାନ୍ତୁ ପ୍ରତି କାଯ୍ୟରେ ଅଧିକ ଉତ୍ସାହିତ ରହିବେ ॥ ନିଜ ମନର ଯୋଜନା କାହାକୁ କୁହନ୍ତୁ ନାହିଁ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ରିଷ୍ଟ କଟିଯିବ
କର୍କଟ – ଶୁଭ ରଙ୍ଗ ଧଳା ଓ କମଳା ଆତ୍ମବଳ ଦୃଢ ରହିବ, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର ଘାତବାର ହେତୁ ପ୍ରତି କାମରେ ବାଧା ଷୃଷ୍ଟି ହେବ ତେଣୁ ସତର୍କ ରହିବେ ॥ ମାତା ଦୁର୍ଗାଙ୍କର ଉପାସନା କରନ୍ତୁ ॥ ଆଜି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥
ସିଂହ -ଶୁଭରଙ୍ଗ ଲାଲ ୮ମ ରେ ଅଶୁଭ ଚନ୍ଦ୍ର ତେଣୁ ଆର୍ଥିକ ଦୁର୍ବଳତା ସହିତ ମାନ, ସମ୍ମାନ ଓ ଲୋକସଂପର୍କ କ୍ଷେତ୍ରରେ ସତର୍କ ରହିବେ ॥ ପ୍ରତି କାମରେ ବାଧାବିଘ୍ନ ରହିବ ॥ଲାଲ ବସ୍ତ୍ର ପରିଧାନ କରି ହନୁମାନ ବାଣ ପାଠ କରନ୍ତୁ ॥ କାହାକୁବି ବ୍ୟବହାର ଖରାପ କରନ୍ତୁ ନାହିଁ ॥
କନ୍ୟା – ଶୁଭରଙ୍ଗ ଧଳା & ସବୁଜ ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବ,କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ ॥ସବୁଜ ପରିବା ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥ ଦୁରଯାତ୍ରା କରନ୍ତୁ ନାହିଁ ॥
ତୁଳା -ଶୁଭରଙ୍ଗ ଧଳା ଓ ସବୁଜ ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ମାତ୍ର ପାରିବାରିକ ପରିବେଷ ଭଲରହିବ ନାହିଁ ॥ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥ ପାରିବାରିକ ପରିବେଷରେ ସତର୍କ ରହିବେ ॥
ବିଛା -ଶୁଭ ରଙ୍ଗ ଗୋଲାପି ଓ ହଳଦିଆ ଆଜିର ସମୟ ଏତେ ସାଥ ଦେବନାହିଁ ତଥାପି ଆର୍ଥିକ ପରିସ୍ଥିତି ଓ ପାରିବାରିକ ପରିବେଷ ଭଲ ରହିବ ॥ଯାନବାହାନ ଓ ଅଗ୍ନିଜନିତ ସତର୍କତା ଅବଲମ୍ବନ କରିବେ ॥ ହନୁମାନ ଚାଳିଷା ଜପ କରନ୍ତୁ ॥
ଧନୁ -ଶୁଭରଙ୍ଗ – ଧଳା ଓ ଲାଲ କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ମାତାରିଣିଙ୍କୁ ଦର୍ଶନ କରନ୍ତୁ ॥
ମକର -ଶୁଭ ରଙ୍ଗ ସବୁଜ କିମ୍ବା ଧୁସର ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ,ଶତୃଜୟର ଯୋଗ ରହିଛି ॥ ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥  ମା କାଳୀଙ୍କୁ ଦର୍ଶନ ଓ ୭ଟି ଅପରାଜିତାଫୁଲ ଅର୍ପଣ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ନିଳ ଓ କମଳା ଘାତବାର ଥିଲେ ମଧ୍ୟ ଅନ୍ୟାନ୍ୟ ଗ୍ରହଙ୍କର ସ୍ତିତି ଅନୁଯାଇ ଶୁଭଦିନଟିଏ ରହିବ, ମନୋକାମତା ପୂର୍ଣ୍ଣ ହେବ ॥ କାହାକୁ ହତାଦାର କରନ୍ତୁ ନାହିଁ ॥ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥ମୀନ -ଶୁଭ ରଙ୍ଗ ନିଳ ଓ ହଳଦିଆ ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ସୁଦୃଢ ରହିବ ॥ ଯାନବାହାନ ପ୍ରତି ସତର୍କ ॥ ତାରିଣି ମନ୍ଦିର ଦର୍ଶନ ସହିତ ବିଜମନ୍ତ୍ର ” ଓଁ ତାରା ଦେବୈ ନମଃ ୨୭ଥର ଜପ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ