ଆଜି ବାହୁଡା ଚଳ ଚଞ୍ଚଳ ଶଙ୍କକ୍ଷେତ୍ର
ବାହୁଡିବେ ଜଗାବଳିଆ ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଦେବୀ ସୁଭଦ୍ରା ଙ୍କୁ ନେଇ ନବ ଦିନାତ୍ମକ ଯାତ୍ରା କରିିଥିଲେ ଜଗତର ନାଥ ଜଗନ୍ନାଥ । ଆଉ ଆଜି ଚତୁର୍ଦ୍ଧା ମୁରତି ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା କରିବେ ଏଥି ପାଇଁ ଚଳଚଞ୍ଚଳ ପୁରୀ । ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତେ ଚଳଚଞ୍ଚଳ ଦିନ ୧୨ ବେଳେ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଅଧାଘଣ୍ଟା ପୂର୍ବରୁ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇଛନ୍ତି । ଶ୍ରୀ ଗୁଣ୍ଡିଚା ଯାତ୍ରା ରେ ଯେମିତି ସବୁ ନୀତି କ୍ରାନ୍ତି ସଅଳ ଶେଷ ହୋଇଥିଲା ଆଜି ସେମିତି ସବୁ କିଛି ଜଗନ୍ନାଥ ଙ୍କ ଆର୍ଶିବାଦ ରୁ ଶ୍ରୀଘ୍ର ଶେଷ ହୋଇଛି ।