ଆଜି ବିଶ୍ୱକପରେ ଡିଫେନଡିଙ୍ଗି ଅଷ୍ଟ୍ରେଲିଆ କୁ ଭେଟୁଛି ଶ୍ରୀଲଙ୍କା
ଆଜି ବିଶ୍ୱକପରେ ଦୁଇଟି ମ୍ୟାଚ ଖେଳାଯିବ ଗୋଟିଏ ମ୍ୟାଚ ଓଭାଲରେ ଶ୍ରୀ ଲଙ୍କା ଅଷ୍ଟ୍ରେଲିଆ କୁ ଭେଟୁଥିବା ବେଳେ ଅନ୍ୟ ଟି ସାଉଥ ଆଫ୍ରିକା ଓ ଆଫଗାନିସ୍ଥାନ ମଧ୍ୟରେ ଖେଳାଯିବ ଏହି ମ୍ୟାଚ । ମିଳିଥିବା ସଚନା ଅନୁସାରେ ପ୍ରଥମ ମ୍ୟାଚରେ ଶ୍ରୀ ଲଙ୍କା ଟସ ଜିତି ଫିଲଡିଙ୍ଗ ନିଷ୍ପତ୍ତି ନେଇଛି । ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ୪ ଟି ମ୍ୟାଚ ଖେଳି ୩ ଟି ବିଜୟ ସହ ଗୋଟିଏ ପରାଜୟ ବରଣ କରି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ସେହିପରି ଭାବେ ଶ୍ରୀ ଲଙ୍କା ୪ ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଗୋଟିଏ ପରାଜୟ ହାସଲ କରିଥିବା ବେଳେ ୨ଟି ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ।