ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ-ଶୁଭ ରଙ୍ଗ ଲାଲ ଶୁଭ ଦିନ ରହିଛି, ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ॥ ସତର୍କତା ଗାଡି ଚଲାଇବେଳେ ॥ ୧ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

ବୃଷ-ଶୁଭ ରଙ୍ଗ ହଳଦିଆ, ଧଳା କିମ୍ବା ମାଟିଆ ॥ ଶୁଭଦିନ ରହିଛି, ଅଚାନକ ବା ମନମୁତାବକ ଅର୍ଥପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ, ଛାତ୍ରଛାତ୍ରୀ ଭବିଷ୍ୟତ ପାଇଁ ଯୋଜନାରେ ସଫଳତା ॥ସତର୍କତା ଅଧିକ ଭାବନାରେ ନିମଗ୍ନ ରୁହନ୍ତୁ ନାହିଁ ନଚେତ୍ ସ୍ବାସ୍ଥ୍ୟ ବିଗିଡି ପାରେ ॥ ୫ମୂଖି ରୁଦ୍ରାକ୍ଷ ଧାରଣ କରନ୍ରୁ ॥

ମିଥିନ-ଶୁଭ ରଙ୍ଗ ଲାଲ କିମ୍ବା ସବୁଜ ଅଯଥା ବ୍ଯୟ ତଥା ଋଣ କରିବାର ଦୁର୍ଯୋଗ ରହିଛି, ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ମାନସିକ ସ୍ତରରେ ବିଚଳିତ ରହିବେ ॥ ୭ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

କର୍କଟ-ଶୁଭ ରଙ୍ଗ ଲାଲ କିମ୍ବା ହଳଦିଆ ଆଜି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ, କୌଣସି ପ୍ରକାରର କମିଟମେଣ୍ଟ କାହାକୁ କରନ୍ତୁ ନାହିଁ ॥ ସତର୍କତା ଯାନବାହାନ ତଥା ବିଦ୍ୟୁତ ଜନିଥ ସମ୍ପୂର୍ଣ୍ଣ ସତର୍କ ରହିବେ ॥ ୧ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

ସିଂହ-ଶୁଭ ରଙ୍ଗ ଧଳା ଗୃହରେ ଶୁଭ କର୍ମ ହେବ, ଶତୃଜୟ, ମାନସିକ ଶାନ୍ତି ଏବଂ ସ୍ବାସ୍ଥ୍ୟ ଭଲ ରହିବ ତଥାପି ଆର୍ଥିକ କ୍ଷେତ୍ରରେ ସ୍ବଳ୍ପାଭାବ ରହିବ ॥ ସତର୍କତା – ବୈବାହିକ ଜୀବନ କିମ୍ବା ପ୍ରେମ ବ୍ୟାପାରରେ ॥ ୯ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

କନ୍ୟା-ଶୁଭରଙ୍ଗ ସବୁଜ କିମ୍ବା ନିଳ ଶୁଭ ଦିନଟିଏ ରହିଛି ପ୍ରତ୍ୟେକ କାର୍ଯ୍ୟରେ ଜୟଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ॥ ୭ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

ତୁଳା -ଶୁଭରଙ୍ଗ କମଳା କିମ୍ବା ନିଳ ନାରଙ୍ଗି ସନ୍ତାନ ମାନଙ୍କ ଦୃଷ୍ଟିରୁ, ଲୋକ ସମ୍ପର୍କ କିମ୍ବା ଆଥିକ ପରିସ୍ଥିତି ଭଲ ରହିବ ନାହିଁ କିନ୍ତୁ ଆତ୍ମବଳ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ବ ସତ୍ବେ ମାନସିକ ଶାନ୍ତି ବଜାୟ ବରହିବ ॥

ବିଛା-ଶୁଭ ରଙ୍ଗ ଲାଲ କିମ୍ବା ଧଳା ଶୁଭ ଦିନ ରହିଛି ସମସ୍ତ କାଯ୍ୟ ସହଜରେ ହେବ ଦିନଭରି ମନୋବଳ ସୁଦୃଢ ରହିଵ ॥ ୧ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

ଧନୁ -ଶୁଭରଙ୍ଗ ଧଳା ସମ୍ପୂଣ୍ଣ ଶୁଭଦିନ ରହିଛି ତେଣୁ ଯେକୌଣସି କାମ କରିବେ ସଫଳ ହେବେ ॥
୪ମୁଖି ରୁଦ୍ତାକ୍ଷ ଧାରଣ କରନ୍ତୁ ॥

ମକର -ଶୁଭ ରଙ୍ଗ କମଳା ଆର୍ଥିକ ବୋଝ ବଢିବ, କାମଗୁଡିକ ଅଟକି ଯିବ ତେଣୁ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ ଫଳରେ ସ୍ୟାସ୍ଥ୍ୟ ହାନିର ସମ୍ଭାବନା ରହିବ ॥ ସତର୍କତା ଯାନବାହାନ ସହିତ ଗୁପ୍ତ ଶତୃ ପ୍ରତି ସତର୍କ ରୁହନ୍ତୁ ॥ ପ୍ରତିକାର ହନୁମାନଙ୍କୁ ଦଶନ କରନ୍ତୁ ଓ ୧୦୮ ତୁଳସି ଅର୍ପଣ କରନ୍ତୁ ॥ ୭ମୁକ୍ଷି ରୁଦ୍ରାକ୍ଷ ଧାରଣ କରନ୍ତୁ

କୁମ୍ଭ -ଶୁଭ ରଙ୍ଗ ଧଳା, ନିଳ ଓ ଲାଲ ଶୁଭାଶୁଭ ମିଶ୍ର ଫଳ ଯୁକ୍ତ ଦିନଟି ରହିବ ॥ ପ୍ରତିକାର ମାତୃଶକ୍ତିଙ୍କର ଉପାସନା ଓ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥ ୭ମୁକ୍ଷି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

ମୀନ-ଶୁଭ ରଙ୍ଗ ନିଳ ଓ କମଳା ଶୁଭ ଦିନଟି ରହିଛି ମୂଖ୍ୟତଃ ପୁରୁଣା ରୋଗର ଉପସମ ସହିତ ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଲାଭ ॥ ମୁକ୍ଷି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ