ଆଜି ରଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ

ନୂଆଦିଲ୍ଲୀ- ନାଗରିକ ସଂଶୋଧନ ଆଇନକୁ ନେଇ ସମଗ୍ର ଉତ୍ତର ଭାରତ ଜଳୁଥିବାବେଳେ ଏନେଇ ମଙ୍ଗଳବାର ଦେଶର ସମସ୍ତ ବିରୋଧୀ ଦଳ ଗୁଡିକ ଆଜି ସଂନ୍ଧ୍ୟାରେ ରଷ୍ଟ୍ରପତିଙ୍କୁ ଭେଟି ଏହି ଆଇନ ଫେରାଇନେବାକୁ ଦାବ ରଖିବେ ବୋଲି ଜଣାପଡିଛି । ଏହା ସହ ନାଗରିକ ସଂଶୋଧନ ଆଇନ ସଂକ୍ରାନ୍ତୀୟ ବିଭିନ୍ନ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ହେବ । ତେବେ ଶୁଣାଣୀ ପୁର୍ବରୁ କୋର୍ଟ କହିଛନ୍ତି , ପ୍ରଥମେ ଛାତ୍ରଛାତ୍ରୀମାନେ ହିଂସା ଆଚାରଣ ଛାଡନ୍ତୁ ତା ପରେ ଏହି ମାନମଲା ଶୁଣାଣୀ କରାଯିବ । ଯଦି ଛାତ୍ରଛାତ୍ରୀମାନେ ହିଂସା ଆଚାରଣ ଜାରି ରଖିବେ ତେବେ କୋର୍ଟ ଏହି ମାମଲାର ଶୁଣାଣୀ କରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ