ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

(ଭୂବନେଶ୍ୱର)-ଗୁରୁବାର ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏଥିରେ ୧୨ ପ୍ରସ୍ଥାବ ଉପରେ ମୋହର ବିଜିପାରେ । ସୂଚନା ଅନୁସାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ , ନଗରଉନ୍ନୟନ,ସମବାୟ, ସାଧାରଣ ପ୍ରଶାସନ ବିଭାଗର ବହୁ ପ୍ରସ୍ଥାବକୁ ମନ୍ତ୍ରୀ ପରିଷଦରେ ସବୁଜ ସଂକେତ ମିଳିପାରେ ବୋଲି ଜଣାପଡିଛି ।
ତା ସହିତ ବରମୁଣ୍ଡା ବସ୍ ଷାଣ୍ଡ ର ଉନ୍ନତିକରଣ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ