ଆଜି ର ମ୍ୟାଚ ଶ୍ରୀଲଙ୍କା ପାଇଁ ଗୁରୁତ୍ୱପୂର୍ଣ୍ଣ
ଇଂଲଣ୍ଡ ରେ ଚାଲିଥିବା ବିଶ୍ୱକପରେ ଆଜି ଗୁରୁତ୍ୱ ପୂର୍ଣ୍ଣ ମ୍ୟାତ ରେ ଶ୍ରୀ ଲଙ୍କା କୁ ଭେଟିବ ଦକ୍ଷିଣ ଆଫ୍ରିକା । ଦୁଇ ଦଳ ବିଶ୍ୱକପରେ ନୈରାସ୍ୟ ଜନକ ପଦର୍ଶକ କରୁଛନ୍ତି । ଦକ୍ଷିଣ ଆଫ୍ରିକା ୭ ଟିମ୍ୟାଚ ରୁ ୫ ଟି ପରାଜୟ ଓହ ଗୋଟିଏ ବିଜୟ ହାସଲ କରିଛି ଅନ୍ୟପଟେ ଶ୍ରୀଲଙ୍କା ୬ ଟି ମ୍ୟାଚ ରୁ ୨ଟି ବିଜୟ ୨ ଟି ପରାଜୟ ଓ ୨ଟି ବାତିଲ ହୋଇଛି । ବାକିଥିବା ୩ ଟି ମ୍ୟାଚ ରୁ ଯଦି ଶ୍ରୀଲଙ୍କା ବିଜୟ ହାସଲ କରେ ତାହେଲେ ସେମିଫଆଇନାଲରେ ପ୍ରବେଶ କରିପାରିବ ।