ଆଜି ଲୈାହ ମାନବ ଙ୍କ ତିରୋଧାନ ଦିବସ

ନୂଆଦିଲ୍ଲୀ-ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି ୬୯ତମ ତିରୋଧାନ ଦିବସ । ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୧୮୭୫ ମସିହାରେ ୩୧ ଅକ୍ଟୋବର ଗୁଜୁରାଟର ଏକ କୃଷକ ପରିବାରରେ ପଟେଲ ଜନ୍ମଗ୍ରହଣ କରିଥିଲେ। ଦେଶର ରାଜନୈତିକ କ୍ଷେତ୍ରରେ ତାଙ୍କର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ଭାରତ ରତ୍ନରେ ସମ୍ମାନିତ ପଟେଲ ୧୯୫୦ ମସିହା ଡିସେମ୍ବର ୧୫ ତାରିଖରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ