ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ -ଶୁଭ ରଙ୍ଗ ହଳଦିଆ ଓ ଧୁସର ଲୋକ ସମ୍ପର୍କ କିମ୍ବା ଆଥିକ ଦୃଷ୍ଟିରୁ ପରିସ୍ଥିତି ଭଲ ରହିବ ଓ ଆତ୍ମବଳ ଦୃଢ ରହିବ ॥ ଗୋଟିଏ ତମ୍ବା ପାତ୍ରରେ ଧାନ ପୂର୍ଣ୍ଣକରି ଠାକୁର ଗୃହରେ ରଖି “ଓଁ ଶ୍ରୀଂ ଓଁ” ୨୭ଥର ଜପ କରନ୍ତୁ ॥ କୌଣସି ଜୀବକୁ ପେଟପୁରା ଖାଇବାକୁ ଦିଅନ୍ତୁ॥
ବୃଷ -ଶୁଭ ରଙ୍ଗ ଗୋଲାପି ଓ ଖଇରିଆ ମାନସିକ ଓ ଆର୍ଥିକ ସ୍ଥିତି ଭଲ ରହିବ ଓ ଦିନର ପ୍ରତ୍ୟେକ ସମୟ ସାଥଦେବ, ରାଜସମ୍ମାନ ପ୍ରାପ୍ତ ହେବ ॥ ଯନ୍ତ୍ରପାତି ପ୍ରତି ସତର୍କ ଅବଲମ୍ବନ କରନ୍ତୁ॥ ହନୁମାନ ଚାଳିଷା ଜପ କରି ଦିନଟି ଆରମ୍ଭ କରନ୍ତୁ ॥
ମିଥିନ -ଶୁଭ ରଙ୍ଗ ସବୁଜ ଆର୍ଥିକ ଚିନ୍ତା ରହିବ ଓ ଅଧିକ ପରିଶ୍ରମରେ କାର୍ଯ୍ୟ ସମ୍ପର୍ଣ୍ଣ ହେବ, ମନ ବିଚଳିତ ରହିବ ॥ ଯାନ୍ତ୍ରିକ ଦ୍ରବ୍ୟ ପ୍ରତି ସତର୍କ ରହିବେ ବିଷ୍ଣୁ ଭଗବାନଙ୍କୁ ହଳଦିଆ ବସ୍ତ୍ର ଚଢାଇବେ ॥
କର୍କଟ -ଶୁଭ ରଙ୍ଗ ଧଳା ଆତ୍ମବଳ ଦୃଢ ରହିବ, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର କୌଣସି ଝଗଡା ଷୃଷ୍ଟି ହେବ ॥ ଆଜି ଗୃହକୁ ଆସୁଥିବା ସବୁ ଜିବଙ୍କୁ କିଛି କିଛି ଖାଇବାକୁ ଦିଅନ୍ତୁ ॥ କର୍ମକ୍ଷେତ୍ରରେ ସହଜରେ କାହାକୁ ବିଶ୍ବାସ କରିବେ ନହିଁ ॥
ସିଂହ -ଶୁଭରଙ୍ଗ ସବୁଜ ଓ ମାଟିଆ ପ୍ରତି କାମରେ ଶୁଭଫଳ ମିଳିବ, ଅଟକିଥିବା କାମ ସହଜରେ ହେବ, କମକ୍ଷେତ୍ର ରେ ସହଯୋଗ ବୃଦ୍ଧିହେବ ॥ ଗୋଲାପି ବସ୍ତ୍ର ପରିଧାନ କରି ମଙ୍ଗଳା ମାଙ୍କର ସ୍ତୁତି ପାଠ କରନ୍ତୁ॥ କଳାରଙ୍ଗ ବ୍ୟବହାର କରିବେ ନାହିଁ
କନ୍ୟା -ଶୁଭରଙ୍ଗ ଧଳା ବିଚାରୁଥିବା କାର୍ଯ୍ୟ ପୂର୍ଣ୍ଣ ହେବ,କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ ॥ କଳା କୁକୁରକୁ୍ ରୁଟିଗୁଡ ଦେବେ ॥ ମା ଲକ୍ଷ୍ମୀଙ୍କର ବ୍ରତ ରଖିବେ
ତୁଳା -ଶୁଭରଙ୍ଗ ହଳଦିଆ ଓ ଗୋଲାପି ମାନସିକ ଶାନ୍ତି ସହ ମାନସମ୍ମାନ ପ୍ରାପ୍ତି, ପୁରୁଣା ମାଲିମକୋଦ୍ଦମାରେ ଜୟ, ପିତାଙ୍କର ସ୍ବାସ୍ଥ୍ୟରେ ଅଚାନକ ଦୁର୍ବଳତା ଆସିବ ॥ କଳାରଙ୍ଗ ବ୍ୟବହାର କରିବେ ନାହିଁ ॥ ମାଲକ୍ଷ୍ମୀଙ୍କୁ ଛେନାଗୁଡ ନୈବେଦ୍ୟ ଅର୍ପଣ ପରେ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥
ବିଛା -ଶୁଭ ରଙ୍ଗ ଧଳା ବିବାହ ଯୋଗ୍ୟ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ, ସ୍ତ୍ରୀ ହେତୁ ଅଚାନକ ଧନଲାଭ ହେବ, ବ୍ୟବସାୟରେ ଲାଭ ବଢିବ ॥ ଲୁହା ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥ ମା ଦୁର୍ଗାଙ୍କର କବଚ ଜପ କରନ୍ତୁ ॥
ଧନୁ -ଶୁଭରଙ୍ଗ ଧଳା କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ଗୁଡ ସହିତ ଦହି ମହୁ ମିଶାଇ ଅଶ୍ବତ୍ଥ ବୃକ୍ଷ ମୂଳରେ ଦିଅନ୍ତୁ ॥
ମକର -ଶୁଭ ରଙ୍ଗ କମଳା ସବୁକ୍ଷେତ୍ରରେ ସହଯୋଗ ମିଳିବ, କୌଣସି ଶୁଭ ଖବର ମିଳିବ, ପେଟ ଜନିତ ବ୍ୟଥା ରହିବ, ଠାକାଦାରି କାର୍ଯ୍ୟ ରେ ଅଧିକ ଲାଭ କମିଳିବ ॥ ସତର୍କତା ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥ ମା କାଳିଙ୍କୁ ୭ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ନିଳ ଓ କମଳା ମାନସମ୍ମାନ ମିଳିବ, ନୁଆ ଗାଡି, ଗୃହ କିମ୍ବା କୌଣସି ମନମୁତାବକ ଦ୍ରବ୍ୟଵପ୍ରାପ୍ତି ହେବ ॥ ଅତିଖୁସିରେ କାହାକୁ କିଛି କଥା ଦେବେ ନାହିଁ ॥ ସ୍ନାନ ପରେ ମା ଲକ୍ଷ୍ମୀଙ୍କୁ ଦହି ଅର୍ପଣ କରି ସେହି ଦହି ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ନିଳ ଓ ହଳଦିଆ ଆତ୍ମବଳ କମ ରହିବ, ମାନସିକ ସ୍ଥିତି ଅଶାନ୍ତ ରହିବ, ଜମିଜମା ଏବଂ ପଡୋଶି ସହିତ ବିଶୃଙ୍ଖଳା ରହିବ ॥ ନିଜର କମକ୍ଷେତ୍ରରେ ସତର୍କ ରହିବେ ॥ ଭଗବାନ ଶ୍ରୀଜଗନ୍ନାଥଙ୍କୁ ତୁଳସି ଏବଂ କେତକି ଫୁଲ ଚଢାନ୍ତୁ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ