ଆଜି ଶୁକ୍ରବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ -ଶୁଭ ରଙ୍ଗ ଲାଲ ଶୁଭ ଦିନ ରହିଛି, ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ,ନୁତନ ରୋଜଗାରର ବାଟ ଖୋଲିଯିବ, ଆତ୍ମତୃପ୍ତିର ଦିନ ରହିବ ॥ ସତର୍କତା ଗାଡି ଚଲାଇବେଳେ ସତର୍କ ରୁହନ୍ତୁ॥ ୧ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ବୃଷ -ଶୁଭ ରଙ୍ଗ ହଳଦିଆ, ଧଳା କିମ୍ବା ମାଟିଆ ॥ ଶୁଭଦିନ ରହିଛି, ଅଚାନକ ବା ମନମୁତାବକ ଅର୍ଥପ୍ରାପ୍ତି, ସରକାରି ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସଂପର୍କ ବଢିବ, ଛାତ୍ରଛାତ୍ରୀ ଭବିଷ୍ୟତ ପାଇଁ ଯୋଜନାରେ ସଫଳତା ॥ ସତର୍କତା ଅଧିକ ଭାବନାରେ ନିମଗ୍ନ ରୁହନ୍ତୁ ନାହିଁ ନଚେତ୍ ସ୍ବାସ୍ଥ୍ୟ ବିଗିଡି ପାରେ ॥ ୫ମୂଖି ରୁଦ୍ରାକ୍ଷ ଧାରଣ କରନ୍ରୁ ॥
ମିଥିନ -ଶୁଭ ରଙ୍ଗ ଲାଲ କିମ୍ବା ସବୁଜ ଅଯଥା ବ୍ଯୟ ତଥା ଋଣ କରିବାର ଦୁର୍ଯୋଗ ରହିଛି, ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ମାନସିକ ସ୍ତରରେ ବିଚଳିତ ରହିବେ ॥ ୭ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
କର୍କଟ -ଶୁଭ ରଙ୍ଗ ଲାଲ କିମ୍ବା ହଳଦିଆ ଆଜି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ, କୌଣସି ପ୍ରକାରର କମିଟମେଣ୍ଟ କାହାକୁ କରନ୍ତୁ ନାହିଁ ॥ ସତର୍କତା ଯାନବାହାନ ତଥା ବିଦ୍ୟୁତ ଜନିତ ସତର୍କ ରହିବେ ॥ ୧ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ସିଂହ -ଶୁଭ ରଙ୍ଗ ଧଳା ଗୃହରେ ଶୁଭ କର୍ମ ହେବ, ଶତୃଜୟ, ମାନସିକ ଶାନ୍ତି ଏବଂ ସ୍ବାସ୍ଥ୍ୟ ଭଲ ରହିବ ତଥାପି ଆର୍ଥିକ କ୍ଷେତ୍ରରେ ସ୍ବଳ୍ପାଭାବ ରହିବ ॥ସତର୍କତା ବୈବାହିକ ଜୀବନରେ ନିରବ ରୁହନ୍ତୁ ॥୯ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
କନ୍ୟା -ଶୁଭରଙ୍ଗ ସବୁଜ କିମ୍ବା ନିଳ ଶୁଭ ଦିନଟିଏ ରହିଛି ପ୍ରତ୍ୟେକ କାର୍ଯ୍ୟରେ ଜୟଲାଭ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ॥ ୭ମୂଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ତୁଳା -ଶୁଭରଙ୍ଗ କମଳା କିମ୍ବା ନିଳ ସନ୍ତାନ ମାନଙ୍କ ଦୃଷ୍ଟିରୁ, ଲୋକ ସମ୍ପର୍କ କିମ୍ବା ଆର୍ଥିକ ପରିସ୍ଥିତି ଭଲ ରହିବ ନାହିଁ, କିନ୍ତୁ ମନ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ବ ସତ୍ବେ ମାନସିକ ଶାନ୍ତି ବଜାୟ ରହିବ ॥କାହାକୁ ହତାଦର କରନ୍ତୁ ନାହିଁ ନଚେତ ଅଶୁଭତ୍ବ ବୃଦ୍ଧି ହେବ ॥ ୫ମୁଖି ରୁଦ୍ରାକ୍ଷ ଧାରଣ କରିବ ॥
ବିଛା -ଶୁଭ ରଙ୍ଗ ଲାଲ କିମ୍ବା ଧଳା ଧନ ମାନ ସମ୍ମାନ ବୃଦ୍ଧି, କୌଣସି ଅସହାୟକୁ ଆଜି ସାହାର୍ଯ୍ୟ କରିବେ,ମାତ୍ର ସ୍ବାସ୍ଥ୍ୟ କିମ୍ବା ମନର ସ୍ଥିତି ଅସୁସ୍ଥ ରହିବ॥ ଆମିଷ ଭକ୍ଷଣ କରନ୍ତୁ ନାହିଁ ॥ ୧ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ଧନୁ -ଶୁଭରଙ୍ଗ ଧଳା ସମ୍ପୂଣ୍ଣ ଶୁଭଦିନ ରହିଛି ତେଣୁ ଯେକୌଣସି କାମ କରିବେ ସଫଳ ହେବେ, ଲୋକସଂପର୍କ ବୃଦ୍ଧି ହେବ, ପିଲାମାନେ ଆଜି ଭବିଷ୍ୟତ ପାଇଁ ଯେଉଁ ଯୋଜନା କରିବେ ସଫଳ ହେବେ ॥ ୪ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ମକର -ଶୁଭ ରଙ୍ଗ କମଳା ଆର୍ଥିକ ବୋଝ ବଢିବ, କାମଗୁଡିକ ଅଟକି ଯିବ ତେଣୁ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବେ ଫଳରେ ସ୍ୟାସ୍ଥ୍ୟ ହାନିର ସମ୍ଭାବନା ରହିବ, ଯାନବାହାନ ସହିତ ଗୁପ୍ତ ଶତୃ ପ୍ରତି ସତର୍କ ରୁହନ୍ତୁ ॥ ପ୍ରତିକାର ଗୃହରେ ହନୁମାନଙ୍କୁ ୧୦୮ ତୁଳସି ଅର୍ପଣ କରନ୍ତୁ ॥ ୭ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ
କୁମ୍ଭ -ଶୁଭ ରଙ୍ଗ ଧଳା, ନିଳ ଓ ଲାଲ ଶୁଭାଶୁଭ ମିଶ୍ର ଫଳ ଯୁକ୍ତ ଦିନଟି ରହିବ ॥
ପ୍ରତିକାର ମା ଦୁର୍ଗାଙ୍କର କବଚ ପାଠ ଓ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
୭ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥
ମୀନ -ଶୁଭ ରଙ୍ଗ ନିଳ ଓ କମଳାଶୁଭ ଦିନଟି ରହିଛି ମୂଖ୍ୟତଃ ପୁରୁଣା ରୋଗର ଉପସମ ସହିତ ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଲାଭ ॥
୪ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ