ଆଜି ଷଷ୍ଠପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଯାରି

ଆଜି ଷଷ୍ଠପର୍ଯ୍ୟାୟ ନିର୍ବାଚନ । କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ôଲୀ ସମେତ ୬ଟି ରାଜ୍ୟ ରେ ୫୯ ଟି ଲୋକସଭା ଆସନ ପାଇଁ ମତଦାନ କରାଯିବ । ୫୩ ଟି ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନ ରେ ଅଛନ୍ତି ୯୭୯ ଜଣ ପ୍ରାର୍ଥୀ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୦ କୋଟି ୧୭ଲକ୍ଷ ରୁ ଉର୍ଦ୍ଧ ଭୋଟର ଏହି ପର୍ଯ୍ୟାୟ ରେ ବିହାରର ୮ ଟି ହରିୟାନା ର ୧୦ ଝାଡଖଣ୍ଡ ର ୪ ଟି ମଧ୍ୟପ୍ରଦେଶ ର ୮ଉତ୍ତତ୍ତରପ୍ରଦେଶ ର ୧୪ ଟି ପଶ୍ଟିମବଙ୍ଗ ର ୮ ଦିଲ୍ଲୀ ର ୭ ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
୨୦୧୪ ରେ କେଉଁ ଦଳ କେତୋଟି ଆସନ ପାଇଥିଲା
ଏହି ସବୁ ଲୋକସଭା ଆସନରୁ ବିଜେପି ଗତ ନିର୍ବାଚନ ରେ ୪୫ ଟି ଆସନ ରେ ଜିତିଥିବା ବେଳେ ମମତା ଦିଦି ଙ୍କ ତୃଣମୂଳ ୮ଟି ଜାତୀୟ କଂଗ୍ରେସ ୨ଟି ସମାଜବାଦୀ ପାର୍ଟି ଓ ରାମବିଳାଷ ପାଷବାନ ଙ୍କ ଲୋକଜନ ଶକ୍ତି ପାର୍ଟି ଗୋଟିଏ ଗୋଟିଏ ଆସନ ରେ ଜିତିବାକୁ ସକ୍ଷମ ହୋଇଥିଲେ ।
୨୦୧୪ ରେ କଣ ଥିଲା ଦଳ ମାନଙ୍କ ସ୍ଥିତି
ଗତ ନିର୍ବାଚନ ରେ ଦିଲ୍ଲୀ ୭ଟି ଆସନ ପାଇଁ ଭୋଟଗ୍ରହଣ କରାଯିବ । ମୋଟ ୧୬୪ ଟି ପ୍ରାର୍ଥି ନିର୍ବାଚନ ରେ ପ୍ରତିଦ୍ନ୍ଦିତା କରୁଥିବା ବେଳେ ମୁଖ୍ୟ ନଜରରେ ରହିବେ ଦିଲ୍ଲୀ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲାଦିକ୍ଷିତି, ଅଲମ୍ପିୟାନ ବିଜେନ୍ଦ୍ର ସିଂ ,ବିଜେପି ରୁ ଡାକ୍ତର ହର୍ଷ ବର୍ଦ୍ଧନ , କ୍ରିକେଟ ରୁ ରାଜନେତା ପାଲଟି ଥିବା ଗୋ÷ତମ ଗମ୍ଭିର ଙ୍ଗ ଭଳି ହେବିୱେଟ ନିଜର ଭାଗ୍ୟ ପରିକ୍ଷା କରିବେ । ୨୦୧୪ ରେ ଭାରତୀୟ ଜନତା ପାର୍ଟି ସମସ୍ତ ଆସନ ରେ ବିଜୟ ଲାଭ କରିଥିଲା ।
ସେହିପରି ଯଦି ଆମେ ଉତ୍ତରପ୍ରଦେଶ ଉପରେ ନଜର ପକାଇବା ୧୪ ଟି ଲୋକସଭା ଆସନ ପାଇଁ ମୋଟ ପ୍ରର୍ଥୀ ଙ୍କ ସଖ୍ୟାଂ ୧୭୭ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ୟାଦବ , କେନ୍ଦ୍ରମନ୍ତ୍ରୀ ମେନକାଗାନ୍ଧୀସ ଙ୍କ ଭଳି ଆଗଧାଡି ର ନେତା ଙ୍କ ଭାଗ୍ୟ ଆଜି ଇଭିଏମ ରେ ସିଲ ହୋଇଯିବ ।ଗତ ସାଧାରଣ ନିର୍ବାଚନ ରେ ୧୪ ଟି ନିର୍ବାଚନ ମଣ୍ଡଳୀ ରୁ ୧୩ ଟି ରେ ବିଜେପି ଜିତାପଟ ହାସଲ କରିଥିଲା । ଏସପି ପୂର୍ବତନ ଅଧ୍ୟକ୍ଷ ମୁଲାୟମ ସିଂ ଯାଦବ କେବଳ ଜିତିିଥିଲେ ।
ହରିୟାନା ର ୧୦ ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏମାନଙ୍କ ମଧ୍ୟରେ ଅଛନ୍ତି ଭୁପିନ୍ଦର ସିଂ ହୁଡ୍ଡା ସାଧାରଣ ରେ ଚର୍ଚ୍ଚା ହେଉଛି ବିଜେପି ଓ କଂଗ୍ରେସ ମଧ୍ୟ ରେ ହବ କଡ୍ଡା ଟକ୍କର । ନିର୍ବାଚନ ର ଅନ୍ତିମ ଦିନ ରେ ଶ୍ୟାମ ପେଟ୍ରୋଡା ଙ୍କ ଶିଖ ବିରୋଧି ମନ୍ତବ୍ୟ କୁ ଆଧାର କରି ବିଜେପି ଅଧିକ ଭୋଟ ପାଇବ ବୋଲି ଆଶା ରଖିଛି । ୨୦୧୪ ନିର୍ବାଚନ ରେ ୧୦ ଟି ଆସନରୁ ୭ଟି ରେ ବିଜୟ ଲାଭ କରିଥିଲା ବିଜେପି ତା ସହିତ ଆଏନଏଲଡି ୨ଟି କଂଗ୍ରେସ ୧ଟି ଆସନ ଜିତିଥିଲା ।
ପଶ୍ଟିମବଙ୍ଗ ର ୮ ଟି ଆସନ ମଧ୍ୟରୁ ଭୋଟ ଗ୍ରହଣ କରାଯିବ । ଚଳିତ ସାଧାରଣ ନିର୍ବାଚନ ରେ ବିଜେପି ପଶ୍ଟିମବଙ୍ଗ ର ମୁଖ୍ୟ ଦଳ ତୃଣମୂଳ କଂଗ୍ରେସ ବିରୋଧ ରେ ଅଧିକ କସରତ କରିଛି । ୮ଟି ଆସନ ମଧ୍ୟରୁ ୮୩ ଜଣ ପ୍ରାର୍ଥୀ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ନିର୍ବାଚନ ରେ ଟିଏମସି ସମସ୍ତ ଆସନରେ ବିଜୟ ଲାଭ କରିଥିଲା ।
ଝାଡଖଣ୍ଡ ର ୪ ଟି ଆସନ ପାଇଁ ଆସନ୍ତା କାଲି ଭୋଟ ଗ୍ରହଣ କାରାଯିବ । ଝାଡଖଣ୍ଡ ରେ କଂଗ୍ରେସ ଓ ଜେଏମଏମ ମଧ୍ୟ ରେ ମେଣ୍ଟ ହୋଇଥିବା ବେଳେ ବିଜେପି ଏକାକୀ ଏହି ମେଣ୍ଟଣ୍ଟ ବିରୋଧ ରେ ଲଢୁଛି । ୨୦୧୪ ନିର୍ବାଚନ ରେ ବିଜେପି ସମସ୍ତ ଆସନ ରେ ବିଜୟଲାଭ କରିଥିଲା ।
ବିହାରରେ ୮ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଚଳିତ ନିର୍ବାଚନ ରେ ବିଜେପି ଜେଡିୟୁ ଲୋକଜନ ଶକ୍ତି ପାର୍ଟି ମଧ୍ୟ ରେ ମେଣ୍ଟ ହୋଇଥିବା ବେଳେ ଆରଜେଡି,କଂଗ୍ରେସ ,ଅନ୍ୟାନ୍ୟ ଛୋଟ ଦଳ ମେଣ୍ଟ କରିଛନ୍ତି । ୨୦୧୪ ସାଧାରଣ ନିର୍ବାଚନ ବିଜେପିି ସହ ଯଗୀ ଦଳ ଗୋଟିଏ ଆସନରେ ଜିତି ଥିବା ବେଳେ ଆଉ ସବୁ ଆସନରେ ବିଜେପି ଜିତାପଟ ମାରିଥିଲା ।
ଶେଷରେ ନଜର ପକାଇବା ମଧ୍ଧ୍ୟପ୍ରଦେଶ ଉପରେ ଲୋକସଭା କ୍ଷେତ୍ରଉପରେ ମୋଟ ୮୩ ଜଣ ପ୍ରାର୍ଥୀ ପ୍ରତିଦୋନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟ୍ୟରେ ଭୋପାଳ ଲୋକସଭା ଆସନ ୨୦୧୪ ସାଧାରଣ ନିବାଚନରେ ବିଜେପି ମୋଟ ୭ ଆସନରେ ଜିତାପଟ ମାରିଥିଲା କେବଳ ଗୁନା ଆସନରେ କଂଗ୍ରେସ ବିଜୟ ଲାଭ କରିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ