ଆଜି ସନ୍ଧ୍ୟା ୬ଟାରେ ପ୍ରସାରଣ ହେବ ମନ କୀ ବାତ

ନୂଆଦିଲ୍ଲୀ- ଚଳିତ ବର୍ଷର ପ୍ରଥମ ମନ୍ କୀ ବାତ କ।ର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଏହା ଆଜି ସନ୍ଧ୍ୟା ୬ଟାରେ ପ୍ରସାରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ କ।ର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିବେ । ସବୁଠାରୁ ବଡ଼ କଥା ହେଲା ଯେ, ପୂର୍ବରୁ ମନ କୀ ବାତ କ।ର୍ଯ୍ୟକ୍ରମ ସାଧାରଣତଃ ଦିନ ବେଳା ହେଉଥିବା ବେଳେ ଏଥର ସନ୍ଧ୍ୟାରେ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ